ETV Bharat / state

ବିଭିନ୍ନ ଦାବି ନେଇ ଡଙ୍ଗରିଆଙ୍କ ଗଣ ବିକ୍ଷୋଭ - ମୁନିଗୁଡାରେ ଡଙ୍ଗରିଆ କନ୍ଧଙ୍କ ବିକ୍ଷୋଭ

ଶୁକ୍ରବାର ରାୟଗଡା  ନିୟମଗିରି ସୁରକ୍ଷା ସମିତି ଓ କଳାହାଣ୍ଡି ତରଫରୁ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଡଙ୍ଗରିଆ ଆଦିବାସୀମାନେ 9 ଦଫା ଦାବି ନେଇ ଗଣ ବିକ୍ଷୋଭ କରିଛନ୍ତି l

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Nov 8, 2019, 8:24 PM IST

ରାୟଗଡା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ଡଙ୍ଗରିଆଙ୍କ ଗଣ ବିକ୍ଷୋଭ । ଶୁକ୍ରବାର ରାୟଗଡା ନିୟମଗିରି ସୁରକ୍ଷା ସମିତି ଓ କଳାହାଣ୍ଡି ତରଫରୁ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଡଙ୍ଗରିଆ ଆଦିବାସୀମାନେ 9 ଦଫା ଦାବି ନେଇ ଗଣ ବିକ୍ଷୋଭ କରିଛନ୍ତି l

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହି ଅବସରରେ ନିୟମଗିରି ଅଞ୍ଚଳର 5 ଶହରୁ ଊର୍ଦ୍ଧ୍ବ ଡଙ୍ଗରିଆ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମୁନିଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଗଣବିକ୍ଷୋଭ କରିଥିଲେ l

ଏହି ବିକ୍ଷୋଭରେ ଆଧାର କାର୍ଡ ନଥିବାରୁ ଚାଉଳ ପାଉ ନଥିବା, ଆଦିବାସୀଙ୍କ ସଂଗ୍ରୁହୁତ ଜଙ୍ଗଲ ଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ ବିକ୍ରି କରିବା ବ୍ୟବସ୍ଥା କରିବା, ମୁନିଖୋଲ ଠାରେ ଥିବା ଦେଶୀ ମଦ ଭାଟିକୁ ବନ୍ଦ କରିବା, ନିୟମଗିରି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ପ୍ରତି ଗୁରୁତ୍ବ ଦେବା ଆଦି ପ୍ରମୁଖ 9 ଦଫା ଦାବିକୁ ନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁନିଗୁଡା ବିଡ଼ିଓଙ୍କୁ ପ୍ରଦାନ କରିଥିଲେ l

ଯଦି ସରକାର ଏହାକୁ ନ ମାନନ୍ତି ତେବେ ଆଗାମୀ ଦିନ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ରାଜ୍ୟ ଲୋକ ଶକ୍ତି ଅଭିଯାନ ଅଧକ୍ଷ ପ୍ରଫୁଲ୍ଲ ସାମନ୍ତରାୟ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ଡଙ୍ଗରିଆଙ୍କ ଗଣ ବିକ୍ଷୋଭ lBody:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଓ ନିଷ୍ପତିକୁ ବିରୋଧ କରି ଲୋକଙ୍କ ମୌଳିକ ଅଧିକାର ସକାଶେ ନିୟମଗିରି ସୁରକ୍ଷା ସମିତି ରାୟଗଡା ଓ କଳାହାଣ୍ଡି ତରଫରୁ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଆଜି ଡଙ୍ଗରିଆ ଆଦିବାସୀ ମାନେ 9 ଦଫା ଦାବି ନେଇ ରାଲି ଓ ଗଣ ବିକ୍ଷୋଭ କରିଛନ୍ତି l ଏହି ଅବସରରେ ନିୟମଗିରି ଅଞ୍ଚଳର 5 ଶହରୁ ଉର୍ଦ୍ଧ ଡଙ୍ଗରିଆ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମୁନିଖୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ଗଣ ବିକ୍ଷୋଭ କରିଥିଲେ l ଏଥିରେ ଆଧାର କାର୍ଡ ନଥିବାରୁ ଚାଉଳ ପାଉ ନଥିବା,ଆଦିବାସୀଙ୍କ ସଂଗ୍ରୁହୁତ ଜଙ୍ଗଲ ଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ ବିକ୍ରି କରିବା ବ୍ୟବସ୍ଥା କରିବା, ମୁନିଖୋଲ ଠାରେ ଥିବା ଦେଶୀ ମଦ ଭାଟିକୁ ବନ୍ଦ କରିବା,ନିୟମଗିରି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନା ପ୍ରତି ଗୁରୁତ୍ୱ ଦେବା ଭଳି ଏପରି 9 ଦଫା ଦାବିକୁ ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ମୁନିଗୁଡା ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ l ଯଦି ସରକାର ଏହାକୁ ନ ମାନନ୍ତି ତେବେ ଆଗାମୀ ଦିନରେ ତୀବ୍ରତର କରାଯିବ ବୋଲି ରାଜ୍ୟ ଲୋକ ଶକ୍ତି ଅଭିଯାନ ଅଧକ୍ଷ ପ୍ରଫୁଲ୍ଲ ସାମନ୍ତରାୟ ପ୍ରକାଶ କରିଛନ୍ତିConclusion:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ଡଙ୍ଗରିଆଙ୍କ ଗଣ ବିକ୍ଷୋଭ l

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.