ETV Bharat / state

ବିଷମକଟକରେ ଖୋଲିଲା ଅତିରିକ୍ତ ଦୌରା ଜର୍ଜ କୋର୍ଟ

ରାୟଗଡା ଜିଲ୍ଲା ବିଷମକଟକ ଠାରେ ସିଭିଲ ଜର୍ଜ ତଥା ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ ଓଡ଼ିଶାର ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେସ ସତ୍ୟାନ୍ଦ୍ର ଜାଭେରୀ ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ।

author img

By

Published : Nov 16, 2019, 10:38 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ଶନିବାର ଅତିରିକ୍ତ ଦୌରା ଜର୍ଜ କୋର୍ଟ ଉଦଘାଟନ ହୋଇଛି । ରାୟଗଡା ଜିଲ୍ଲା ବିଷମକଟକ ଠାରେ ସିଭିଲ ଜର୍ଜ ତଥା ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେସ ସତ୍ୟାନ୍ଦ୍ର ଜାଭେରୀ ଭିଡିଓ କନଫରେନ୍ସି ଜରିଆରେ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ଏହି ଅବସରରେ 2ଜଣ ହାଇକୋର୍ଟ ବିଚାରପତି ସି ଆର ଦାସ ଓ ଏକେ ମିଶ୍ର ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ବିଷମକଟକ ପ୍ରଥମ ସିଭିଲ ଜର୍ଜ ତଥା ଅତିରିକ୍ତ ଦୌରା ଜର୍ଜ ଭାବେ ବିଚାରପତି ସୁଷମା ସ୍ବାଇଁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲା ଜର୍ଜ ସୋମ ଶେଖର ଜେନା, ଅତିରିକ୍ତ ଜିଲ୍ଲା ଜର୍ଜ ଅଜୟ କୁମାର ଜେନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ଉପଜିଲ୍ଲାପାଳ ଡ. ବି ଏସ ବନ୍ଦର, ମୁନିଗୁଡା ଏସଡିପିଓ ଶେଖର ହୋତା ସମେତ ବିଷମ କଟକ ଓ ଗୁଣୁପୁର ଓକିଲ ସଂଘର ସମସ୍ତ ଓକିଲ ଉପସ୍ଥିତ ଥିଲେ।

ଏହି କୋର୍ଟ ଦ୍ବାରା ବିଷମକଟକ ସମେତ ମୁନିଗୁଡା ଓ ଚନ୍ଦ୍ରପୁର ଲୋକଙ୍କୁ ଉପକାର ମିଳିବ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବିଷମକଟକ ଠାରେ ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ VC ଜରିଆରେ ଉଦ୍ଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିBody:ରାୟଗଡା ଜିଲ୍ଲା ବିଷମକଟକ ଠାରେ ସିଭିଲ ଜର୍ଜ(Sr Div) ତଥା ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ ଆଜି ଓଡ଼ିଶାର ହାଇକୋର୍ଟ ମୁଖ୍ୟ ବିଚାରପତି ମାନ୍ୟବର କଳ୍ପେସ ସତ୍ୟାନ୍ଦ୍ର ଜାଭେରୀ ଭିଡିଓ କନଫ୍ରେନସିଂ ଜରିଆରେ ଉଦଘାଟନ କରିଛନ୍ତି ଓ କଟକ ଠାରେ 2ଜଣ ହାଇକୋର୍ଟ ବିଚାରପତି C R Das ଓ A K Mishra ଉପସ୍ଥିତ ଥିଲେ । ସେହିପରି ବିଷମକଟକ ପ୍ରଥମ ସିଭିଲ ଜର୍ଜ(Sr Div) ତଥା ଅତିରିକ୍ତ ଦୌରା ଜର୍ଜ ଭାବେ ବିଚାରପତି ସୁଷମା ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିବା ସହ ରାୟଗଡା ଜିଲ୍ଲା ଜର୍ଜ ସୋମ ଶେଖର ଜେନା, ଅତିରିକ୍ତ ଜିଲ୍ଲା ଜର୍ଜ ଅଜୟ କୁମାର ଜେନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ଉପଜିଲ୍ଲାପାଳ Dr B S ବନ୍ଦର,ମୁନିଗୁଡା SDPO ଚନ୍ଦ୍ରଶେଖର ହୋତା ସମେତ ବିଷମ କଟକ ଓ ଗୁଣୁପୁର ଓକିଲ ସଂଘର ସମସ୍ତ ଓକିଲ ଉପସ୍ଥିତ ଥିଲେ। ଏହି କୋର୍ଟ ଦ୍ୱାରା ବିସମକଟକ ସମେତ ମୁନିଗୁଡା ଓ ଚନ୍ଦ୍ରପୁର ଲୋକଙ୍କୁ ଉପକାର ମିଳିବ।Conclusion:ବିଷମକଟକ ଠାରେ ଅତିରିକ୍ତ ଦୌରା ଜର୍ଜ କୋର୍ଟକୁ VC ଜରିଆରେ ଉଦ୍ଘାଟନ କଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.