ETV Bharat / state

ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ

author img

By

Published : Nov 30, 2020, 7:06 PM IST

ସୋମବାର ରାୟଗଡାରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଜୟପୁର ଶାଖା ତରଫରୁ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ଅଧିକ ପଢନ୍ତୁ:

ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ
ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ

ରାୟଗଡା: ଗ୍ରାମାଞ୍ଚଳରେ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଜୟପୁର ଶାଖା ତରଫରୁ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ସୋମବାର ରାୟଗଡା ଗଜପତି ଛକଠାରେ ଏହି ସଚେତନତା ରଥକୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ

ଏହି ଅବସରରେ ଜୟପୁର ସୂଚନା ପ୍ରସାରଣ ବିଭାଗ ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଥ ଜିଲ୍ଲାର 11ଟି ବ୍ଲକ, 2ଟି ପୌର ପରିଷଦ ଓ ଗୋଟିଏ NACରେ କୋରୋନା ଭାଇରସ ଠାରୁ ସୁରକ୍ଷିତ ରହିବା ନେଇ ସଚେତନତାର ବାର୍ତ୍ତା ପ୍ରଚାର କରିବ।

ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ
ରାୟଗଡାରେ ଗଡିଲା କୋରୋନା ସଚେତନତା ରଥ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.