ETV Bharat / state

ରାୟଗଡାରେ ଡିଜିଟାଲ ପ୍ଲାନେଟରିଅମ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

author img

By

Published : Mar 3, 2021, 9:12 PM IST

ରାୟଗଡା ଜିଲ୍ଲା କାଦମ୍ବବରିଗୁଡା ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିଡିଓ କନଫରେନସିଂ ମାଧ୍ୟମରେ ଡିଜିଟାଲ ପ୍ଲାନେଟୋରିଅମରର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ଅଧିକ ପଢନ୍ତୁ...

Chief Minister laid the foundation stone of a digital planetarium in Rayagada
ରାୟଗଡାରେ ଡିଜିଟାଲ ପ୍ଲାନେଟରିଅମ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଡିଜିଟାଲ ପ୍ଲାନେଟରିଅମ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ରାୟଗଡା ଜିଲ୍ଲା କାଦମ୍ବବରିଗୁଡା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂରେ ଡିଜିଟାଲ ପ୍ଲାନେଟୋରିଅମରର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି ।

ରାୟଗଡା ଜିଲ୍ଲା କାଦମ୍ବବରିଗୁଡା ଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ 4 ଏକର ଜାଗାରେ 15 କୋଟି ଟଙ୍କା ବ୍ୟୟରେ ଏହି ପ୍ଲାନେଟାରିୟମ ନିର୍ମିତ ହେବ। ସରକାରଙ୍କ 5 ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାୟଗଡା ଜିଲ୍ଲାରେ ବିଜ୍ଞାନର ବିକାଶ ଲାଗି ଦୁଇ ବର୍ଷ ମଧ୍ୟରେ ପ୍ଲାନେଟୋରିଅମ ନିର୍ମାଣ ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଅନ୍ୟ ଜିଲ୍ଲାରେ ପ୍ଲାନେଟୋରିଅମ ନିର୍ମାଣ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ,ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗରନାଥ ସାରକା ,ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ,ରାୟଗଡ଼ା ବିଧାୟକ,ଗୁଣୁପୁର ବିଧାୟକ, ପ୍ରମୁଖ ଶାସନ ସଚିବ ବିଜ୍ଞାନ ଓ କାରିଗର ବିଭାଗ ସନ୍ତୋଷ କୁମାର ଷଡଙ୍ଗୀ ଓ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.