ETV Bharat / state

ଅସହାୟ ଓ ଗରିବଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ସାଂସଦ

author img

By

Published : Jun 12, 2020, 10:17 PM IST

ସହରର ଅସହାୟ ଓ ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ବିଜେଡିର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ । ନିଜ ବାସଭବନରେ ସେ ଚାଉଳ, ଡାଲି ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ଅଧିକ ପଢନ୍ତୁ...

BJD MPs distributed food items to the needy and the poor
ଅସହାୟ ଓ ଗରିବଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ବିଜେଡି ରାଜ୍ୟସଭା ସାଂସଦ

ରାୟଗଡା: ସହରର ଅସହାୟ ଓ ଗରିବ ପରିବାରଙ୍କୁ ରାସନ ସାମଗ୍ରୀ ବାଣ୍ଟିଲେ ବିଜେଡିର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ । ନିଜ ବାସଭବନରେ ସେ ଶୁକ୍ରବାର ସହରର ବିଭିନ୍ନ ସାହିବସ୍ତିରେ ରହୁଥିବା ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଚାଉଳ, ଡାଲି ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ ।

କୋରୋନା କଟକଣା ଓ ଲକଡାଉନ ଯୋଗୁଁ ସହରରେ ରହୁଥିବା ଅନେକ ଗରିବ ପରିବାର ସହାୟତା ପାଇବାରୁ ବଞ୍ଚିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାୟ ୪ ହଜାର ପରିବାରକୁ ରାସନ ବଣ୍ଟନ କରାଯାଇଥିବା କହିଛନ୍ତି ସାଂସଦ । ତେବେ ରାସନ ବଣ୍ଟନ ହେଉଥିବା ଖବର ପାଇ ସାଂସଦଙ୍କ ଘର ସମ୍ମୁଖରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.