ETV Bharat / state

15 ଲୁଟେରାଙ୍କୁ ବାନ୍ଧିଲା ରାୟଗଡା ପୋଲିସ, 15 ବାଇକ ଜବତ - bike thef arrested by rayagada police

ରାୟଗଡା ପୋଲିସକୁ ସଫଳତା । 15 ଜଣିଆ ବାଇକ ଲୁଟେରା ଗ୍ୟାଙ୍ଗର ହୋଇଛି ପର୍ଦ୍ଦାଫାଶ । ଅଧିକ ପଢନ୍ତୁ ...

ରାୟଗଡା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ
author img

By

Published : Nov 9, 2019, 9:17 PM IST

ରାୟଗଡା: ରାୟଗଡା ପୋଲିସ ହାତରେ ୧୫ ଜଣିଆ ଲୁଟେରା ଗ୍ୟାଙ୍ଗ । ସହରର ବିଭିନ୍ନ ସ୍ଥାନରୁ ଏମାନେ ଚୋରି କରୁଥିବା ଅଭିଯୋଗ ହୋଇଛି । ଗିରଫ ୧୫ଜଣଙ୍କ ମଧ୍ୟରେ ୫ଜଣ ନାବାଳକ ରହିଥିବା ନେଇ ଏସପି ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି ।

ରାୟଗଡା ପୋଲିସ ହାତରେ ବାଇକ ଲୁଟେରା ଗ୍ୟାଙ୍ଗ

ଗିରଫ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାୟଗଡା ସହରାଞ୍ଚଳର ବୋଲି ଜଣାପଡିଛି । ଏମାନେ ଚୋରି କରୁଥିବା ବାଇକ ଗୁଡିକୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ ଓ ଅନ୍ୟ ସ୍ଥାନଗୁଡିକରେ ବିକ୍ରି କରୁଥିଲେ । ତେବେ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କଠୁ ୧୫ଟି ବାଇକ ଉଦ୍ଧାର କରାଯାଇଛି ।

ଗ୍ୟାଙ୍ଗର ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହ ୫ଜଣ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟକୁ ପଠାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

Intro:ବାଇକ ଚୋରି ଗ୍ୟାଙ୍ଗର ଫର୍ଦ୍ଦାଫାଶBody:ରାୟଗଡା ସହରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିବା ୧୫ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପୋଲିସ । ଗିରଫ ହୋଇଥିବା ୧୫ଜଣଙ୍କ ମଧ୍ୟରେ ୫ଜଣ ନାବାଳକ ରହିଥିବା ନେଇ ଏସ.ପି.ଡଃ.ସର୍ବଣା ବିବେକ ଏମ.ସୂଚନା ଦେଇଛନ୍ତି । ଗିରଫ ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାୟଗଡା ସହରାଂଚଳର ହୋଇଥିବା ବେଳେ ସେମାନେ ଚୋରି କରୁଥିବା ବାଇକଗୁଡିକୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ ଓ ଅନ୍ୟ ସ୍ଥାନଗୁଡିକରେ ବିକ୍ରି କରୁଥିଲେ । ତେବେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କଠୁ ୧୫ଟି ବାଇକ ଉଦ୍ଧାର କରାଯାଇ ୧୦ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୫ଜଣ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟକୁ ପଠାଯାଇଛି ବୋଲି ଏସ.ପି. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାଇଟ - ଡଃ.ସର୍ବଣା ବିବେକ ଏମ. ( ଏସ.ପି.,ରାୟଗଡା)Conclusion:ବାଇକ ଚୋରି ଗ୍ୟାଙ୍ଗର ଫର୍ଦ୍ଦାଫାଶ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.