ETV Bharat / state

ହୋଟେଲରେ ଚାଲିଥିଲା ଜୁଆଖେଳ, 8 ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡା ପୋଲିସ ତେଜ୍ବସୀ ହୋଟେଲର 306 ନମ୍ବର ରୁମରେ ଚଢ଼ାଉ କରି ସେଥିରେ ଥିବା 8 ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା ।

author img

By

Published : Oct 29, 2019, 11:10 PM IST

ଜୁଆ ଆଡ୍ଡା ଉପରେ ଚଢ଼ାଉ: 8 ଗିରଫ

ରାୟଗଡା: ପୋଲିସ ଦ୍ବାରା ପୁଣି ଜୁଆ ଅଡ୍ଡା ଉପରେ ଚଢ଼ାଉ । ଏଥର କିନ୍ତୁ ରାୟଗଡା ସହରରେ ଥିବା ତେଜସ୍ବୀ ହୋଟେଲରେ ଚାଲିଥିଲା ଜୁଆ ଅଡ୍ଡା ।

ଜୁଆ ଆଡ୍ଡା ଉପରେ ଚଢ଼ାଉ: 8 ଗିରଫ

କୌଣସି ସୂତ୍ରରୁ ଖବର ପାଇ ରାୟଗଡା ପୋଲିସ ହୋଟେଲର 306 ନମ୍ବର ରୁମରେ ଚଢ଼ାଉ କରି ସେଠାରେ ଥିବା 8 ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଜବତ କରିଥିଲା 1ଲକ୍ଷ 35ହଜାର ଏକଶହ ଟଙ୍କା । ଏହାସହ 8ଟି ମୋବାଇଲ ଓ 4ଟି ବାଇକ ଜବତ କରିଛି ପୋଲିସ । ତେବେ ଏହି ଜୁଆ ଖେଳ ସହିତ ହୋଟେଲ ମାଲିକର ସମ୍ପୃକ୍ତି ଅଛି ନା ନାହିଁ ସେନେଇ ତଦନ୍ତ ଜାରି ରଖିଛି ରାୟଗଡା ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ 8 ଗିରଫ ଲକ୍ଷାଧିକ ଟଙ୍କା ଜବତ
Body:
ରାୟଗଡା ପୋଲିସ ଦ୍ୱାରା ପୁଣି ଜୁଆ ଅଡ୍ଡା ଉପରେ ଚଢ଼ାଉ । ଏଥର କିନ୍ତୁ ରାୟଗଡା ସହରରେ ଥିବା ପଞ୍ଚ ତାରକା ତେଜସ୍ୱି ହୋଟେଲରେ ଚାଲିଥିଲା ଜୁଆ ଅଡ୍ଡା। କୌଣସି ସୂତ୍ରରୁ ଖବର ପାଇ ହୋଟେଲର 306ନମ୍ବର ରୁମରେ ଚଢ଼ାଉ କରି ସେଥିରେ ଥିବା 8 ଜଣା ଜୁଆଡ଼ିଙ୍କୁ ଗିରଫ କରିଛି ରାୟଗଡା ପୋଲିସ ଓ ସେମାନଙ୍କଠାରୁ ଜବତ କରିଛି 1ଲକ୍ଷ 35ହଜାର ଏକଶହ ଟଙ୍କା , 8ଟି ମୋବାଇଲି ଓ 4ଟି ବାଇକ । ତେବେ ଏହି ଜୁଆ ଖେଳ ସହିତ ହୋଟେଲ ମାଲିକର ସମ୍ପୃକ୍ତି ଅଛି ନା ନାହିଁ ତଦନ୍ତ କରୁଛି ରାୟଗଡା ପୋଲିସ ।
Byte- ତପନ ନାରାୟଣ ରଥ,SDPOConclusion:ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ 8 ଗିରଫ ଲକ୍ଷାଧିକ ଟଙ୍କା ଜବତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.