ETV Bharat / state

ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ - ରାୟଗଡ଼ା ନାବାଳିକା ନିଖୋଜ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଝିଅ ଗୁଡୁଲା ସାଇ ସ୍ୱରୂପା ନିଖୋଜ ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି । ଅଧିକ ପଢ଼ନ୍ତୁ

ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ

author img

By

Published : Dec 15, 2022, 7:46 PM IST

ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡ଼ା : ନାବାଳିକା ନିଖୋଜ ନେଇ ଗୁଡାରୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ । ରାୟଗଡା ଜିଲ୍ଲା ଗୁଡାରି ବାକିଟି ସାହିର ୭ବର୍ଷର ନାବାଳିକା ଝିଅ ଗୁଡୁଲା ସାଇ ସ୍ୱରୂପା ନିଖୋଜ ଗତ ୧୧ ତାରିଖରୁ ନିଖୋଜ ଅଛନ୍ତି । ଏ ନେଇ ଗୁଡାରି ଥାନାରେ ସାଇସ୍ୱରୂପାଙ୍କ ବାପା ଗୁଡୁଲା ଏଙ୍କିଟି ଅଭିଯୋଗ କରିଛନ୍ତି । ହେଲେ ଏଯାବତ ନାବାଳିକାର ଖୋଜ ଖବର ପାଇନି ପୋଲିସ ।

ଆଜି ଗୁଡାରି ଏନ୍ଏସି ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁଡୁଲାଙ୍କୁ ସମବେଦନା ଜଣାଇବା ସହ ପୋଲିସ୍ କିଛି ସୁରାକ ପାଇନପାରିବା ନିଷ୍କ୍ରିୟତାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦପାଳନ କରିଛନ୍ତି । ସମସ୍ତ ଦୋକାନ ବଜାର, ବସ୍ ଚଳାଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦପାଳନ କରାଯାଇଥିବା ଦେଖିବାକୁ ମିଳୁଛି । ବନ୍ଦକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ସେପଟେ ଏହି ଘଟଣାକୁ ପୋଲିସ ଅତି ହାଲୁକା ଭାବରେ ନେଇଥିବାରୁ ସାଧାରଣରେ ପୋଲିସର କାର୍ଯ୍ୟ କଳାପକୁ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.