ETV Bharat / state

Zero Night Countdown: ନାଚଗୀତ ସହ ପୁରୁଣା ବର୍ଷକୁ ବିଦାୟ ଦେଲେ ପର୍ଯ୍ୟଟକ - ପୁରୀ ବିଚ ଜିରୋ ନାଇଟ କାଉଣ୍ଟଡାଉନ

ଜିରୋନାଇଟ କାଉଣ୍ଟଡାଉନ ଆରମ୍ଭ । ନାଚଗୀତ ସମେତ ସମୁଦ୍ର ସ୍ନାନ କରି ବିଦାୟ ବର୍ଷର ଶେଷ ଦିନ ଉପଭୋଗ କଲେ ପର୍ଯ୍ୟଟକ । ଅଧିକ ପଢନ୍ତୁ

zero night countdown start: ନାଚଗୀତ ସହ ପୁରୁଣା ବର୍ଷକୁ ବିଦାୟ ବିଦାୟ ଦେଲେ ପର୍ଯ୍ୟଟକ

author img

By

Published : Dec 31, 2021, 10:06 PM IST

ପୁରୀ: ଜିରୋ ନାଇଟ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ନୂଆବର୍ଷକୁ ସ୍ୱାଗତ କରିବା ସହ ନୂତନ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପୁରୀରେ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ । ତେବେ ଶ୍ରୀମନ୍ଦିର SOP ଅନୁଯାୟୀ ଡିସେମ୍ବର 31 ନୂଆ ବର୍ଷ ଓ ଜାନୁଆରି 2 ରବିବାର ଶ୍ରୀମନ୍ଦିର ସାନିଟାଇଜ ହେତୁ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ପର୍ଯ୍ୟଟକ ମାନେ 30 ତାରିଖରେ ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀରେ ଡେରା ପକାଇଛନ୍ତି ।

zero night countdown start: ନାଚଗୀତ ସହ ପୁରୁଣା ବର୍ଷକୁ ବିଦାୟ ବିଦାୟ ଦେଲେ ପର୍ଯ୍ୟଟକ

ନୂଆବର୍ଷରେ ସୂର୍ଯ୍ୟୋଦୟ ଦର୍ଶନ ନେଇ ସମସ୍ତେ ଏବେ ଅପେକ୍ଷାରେ । ତେବେ ଆଜି ସିବିଚରେ ପର୍ଯ୍ୟଟକମାନେ ବେଶ ମଜା ନେଇଛନ୍ତି । କିଏ ସମୁଦ୍ର ସ୍ନାନ କରୁଛି ତ କିଏ ଘୋଡା, ଓଟ ପିଠିରେ ବସି ବେଳାଭୂମିରେ ବୁଲିବାର ମଜା ନେଉଛି । ଯୁବପିଢି ସେଲ୍ଫି ନେଇ ମଜା ନେଉଥିବା ବେଳେ କେତେକ ପରିବାର ଲୋକ ସୁପରହିଟ ହିନ୍ଦୀ ଡ଼୍ୟାନ୍ସ ଗୀତରେ ଝୁମିଛନ୍ତି ।

ବିଶେଷ କରି ମହାପ୍ରଭୁଙ୍କ ଦର୍ଶନ ସମେତ ବେଳାଭୂମିରେ ବୁଲିବା ମଜା ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟନଙ୍କୁ ଟାଣି ଆଣୁଚି ପୁରୀ ସହର । ସେହିପରି ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଅପେକ୍ଷା ପୁରୀରେ ବୁଲିବା ଓ ରହିବା ଯଥେଷ୍ଟ କମ ଖର୍ଚ୍ଚ ଥିବାରୁ କମ ବଜେଟ ଯୋଗୁଁ ପୁରୀ ସହର ପର୍ଯ୍ୟଟକଙ୍କ ପ୍ରମୁଖ ପସନ୍ଦର ସ୍ଥାନ ହୋଇଛି । ତେବେ ପୁରୀରେ କିଭଳି ବର୍ଷ ଶେଷ ଦିନକୁ ପର୍ଯ୍ୟଟକ ମଜା ଉଠାଉଛନ୍ତି ଆସନ୍ତୁ ଦେଖିବା କିଛି ଝଲକ ଓ ପର୍ଯ୍ୟଟକଙ୍କ ପ୍ରତିକ୍ରିୟା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.