ETV Bharat / state

ଭୋଟରଙ୍କୁ ସଚେତନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରୟାସ - ପୁରୀ

ସମସ୍ତ ଯୁବ ଭୋଟର ସାମିଲ ହୋଇ ନିଜ ନାମ ପଞ୍ଜୀକରଣ କରିବାକୁ ପୁରୀ ଏଡିଏମ କହିଛନ୍ତି ।

voter
voter
author img

By

Published : Jan 5, 2020, 4:20 AM IST

ପୁରୀ: ଜାନୁଆରୀ 25 ତାରିଖ ହେଉଛି ଜାତୀୟ ଭୋଟର ଦିବସ । ଏହି ଅବସରରେ ଭୋଟରଙ୍କୁ ସଚେତନ କରିବା ନେଇ ଜାନୁଆରୀ ମାସରେ ପୁରୀ ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯିବ।

ଭୋଟରଙ୍କୁ ସଚେତନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରୟାସ

ବିଶେଷ କରି କିଭଳି ଅଧିକ ନୂଆ ଭୋଟର ସାମିଲ ହେବେ ଏବଂ ଯୁବ ଭୋଟର ସମେତ ଦିବ୍ୟାଙ୍ଗ ଭୋଟରମାନେ ଭୋଟର ଲିଷ୍ଟରେ ସାମିଲ ହେବେ ସେ ନେଇ ଅଭିଯାନ ଚାଲିବ। ଆସନ୍ତା ଫେବୃଆରୀ 15 ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ସମସ୍ତ ଯୁବ ଭୋଟର ସାମିଲ ହୋଇ ନିଜ ନାମ ପଞ୍ଜୀକରଣ କରିବାକୁ ପୁରୀ ଏଡିଏମ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭୋଟର ଦିବସ Body:
ଜାନୁଆରୀ 25 ତାରିଖ ହେଉଛି ଜାତୀୟ ଭୋଟର ଦିବସ। ଏହି ଅବସରରେ ଭୋଟର ଙ୍କୁ ସଚେତନ କରିବା ନେଇ ଜାନୁଆରୀ ମାସରେ ପୁରୀ ଜିଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଅୟୋଜନ କରାଯିବ। ବିଶେଷ କରି କୀଭଳି ଅଧିକ ନୂଆ ଭୋଟର ସାମିଲ ହେବେ ଏବଂ ଯୁବ ଭୋଟର ସମେତ ଦିବ୍ୟଙ୍ଗ ଭୋଟର ଭୋଟର ଲିଷ୍ଟ ରେ ସାମିଲ ହେବେ ସେ ନେଇ ଅଭିଯାନ ଚାଲିବ। ଅସନ୍ତା ଫେବୃଆରୀ 15 ତାରିଖ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଣୁ ଅଭିଯାନ ସମସ୍ତ ଯୁବ ଭୋଟର ସାମିଲ ହୋଇ ନିଜ ନାମ ପଞ୍ଜି କରଣ କରିବାକୁ ପୁରୀ ଏଡିଏମ କହିଛନ୍ତି।

ବାଇଟ, ପ୍ରଦୀପ ସାହୁ , ପୁରୀ ଏ ଡି ଏମ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.