ETV Bharat / state

ସମୁଦ୍ର ବେଳାଭୂମିରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Apr 2, 2021, 1:26 PM IST

ପୁରୀ ବେଳାଭୂମିର 8 ନମ୍ବର ସେକ୍ଟରରୁ ଅଜଣା ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତିଙ୍କ ବୟସ 50 ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

ବେଳାଭୂମିରୁ ଅଜଣା ମୃତଦେହ ଉଦ୍ଧାର
ବେଳାଭୂମିରୁ ଅଜଣା ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ର ବେଳାଭୂମିରୁ ଅଜଣା ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତିଙ୍କ ବୟସ 50 ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ସେ ଏକ ଧଳାସାର୍ଟ ଓ ମାଟିଆ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି।

ପୁରୀ ବେଳାଭୂମିର 8 ନମ୍ବର ସେକ୍ଟରରୁ ଏହି ମୃତଦେହ ଉଦ୍ଧାର ହୋଇଛି। ଆଜି(ଶୁକ୍ରବାର) ସକାଳେ ଲାଇଫ ଗାର୍ଡ ମାନେ ଡ୍ୟୁଟି କରିବାକୁ ଆସୁଥିବାବେଳେ ମୃତଦେହକୁ ଦେଖିଥିଲେ।

ପରେ ଏନେଇ ଖବର ଦେବା ପରେ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.