ETV Bharat / state

ପୁରୀ ଜିଲ୍ଲାରେ ଶେଷ ହେଲା ଦୁଇ ପଞ୍ଚାୟତରେ ଉପନିର୍ବାଚନ - puri news

ଶାନ୍ତି ଶୃଙ୍ଖଳାର ଶେଷ ହେଲା ପୁରୀ ଜିଲ୍ଲାର ଦୁଇ ପଞ୍ଚାୟତରେ ଉପନର୍ବାଚନ । ଅଧି୍କ ପଢନ୍ତୁ...

ପୁରୀ ଜିଲ୍ଲାରେ ଶେଷ ହେଲା ଦୁଇ ପଞ୍ଚାୟତରେ ଉପନିର୍ବାଚନପୁରୀ ଜିଲ୍ଲାରେ ଶେଷ ହେଲା ଦୁଇ ପଞ୍ଚାୟତରେ ଉପନିର୍ବାଚନ
ପୁରୀ ଜିଲ୍ଲାରେ ଶେଷ ହେଲା ଦୁଇ ପଞ୍ଚାୟତରେ ଉପନିର୍ବାଚନ
author img

By

Published : Feb 24, 2021, 6:44 PM IST

ପୁରୀ: ଶାନ୍ତି ଶୃଙ୍ଖଳାର ଶେଷ ହେଲା ପୁରୀ ଜିଲ୍ଲାର ଦୁଇ ପଞ୍ଚାୟତରେ ଉପନର୍ବାଚନ । ଶାନ୍ତି ଶୃଙ୍ଖଳର ସହ ଦୁଇ ପଞ୍ଚାୟତରେ ମତଦାନ ସରିଛି । ପୁରୀ ଜିଲ୍ଲା ସଦର ବ୍ଳକ ଚାଳିଶବାଟିଆ ପଞ୍ଚାୟତ ଓ ପିପିଲି ନୂଅ।ଶାସନ ଗ୍ରାମପଞ୍ଚାୟତରେ ଭୋଟ ଗ୍ରହଣ ସରଛି ।

ପୁରୀ ଜିଲ୍ଲାରେ ଶେଷ ହେଲା ଦୁଇ ପଞ୍ଚାୟତରେ ଉପନିର୍ବାଚନ

ସଦର ବ୍ଳକ ଚାଳିଶବାଟିଆ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ବିଦୁଲତା ପଣ୍ଡାଙ୍କର 3 ସନ୍ତାନ ଥିବା ଅଭିଯୋଗ ହେବା ପରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏହି ଆସନ ଖାଲିଥିବା ବେଳେ ଉପନିର୍ବାଚନ ଘୋଷଣା ହୋଇଥିଲା । ଚାଳିଶ ବାଟିଆ ପଞ୍ଚାୟତରେ ରହିଛି ୨୨ ଗୋଟି ଗ୍ରାମ ସହିତ ୧୮ ଟି ୱାର୍ଡରେ ମୋଟ ୬ ହଜାର ଭୋଟର ଥିବା ଜଣା ପଡିଛି । ଏହି ଉପନିର୍ବାଚନରେ ନିର୍ବାଚନ ୩ ମହିଳା ପ୍ରତିଦ୍ବନ୍ଦି ନିର୍ବାଚନ ଲଢୁଛନ୍ତି । ଗୋଟିଏ ପଟେ ବିଜୁ ଜନତା ଦଳ ତରଫରୁ ମନ୍ଦାକିନି ଦାସଙ୍କୁ ମାଛ ଚିହ୍ନ, ବିଜେପି ସମର୍ଥିତ କଲ୍ୟାଣି ମାଛୁଆଙ୍କୁ ଖୋଲା ବହି ଚିହ୍ନ ଏବଂ କଂଗ୍ରେସ ସମର୍ଥିତ ରାଞ୍ଜୁଲତା ସ୍ବାଇଁକୁ ସୂର୍ଯ୍ୟ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଅନ୍ୟ ଏକ ପଞ୍ଚାୟତ ପିପିଲି ନୂଅ।ଶାସନ ଗ୍ରାମପଞ୍ଚାୟତ 12 ଗୋଟି ବୁଥ ଅତି ଉତ୍ତେଜନା ପ୍ରବଣ ଥିଲେ ମଧ୍ୟ ଭୋଟ ମାନେ ନିଜ ନିଜର ଭୋଟ ଦେଇଛନ୍ତି । ପଞ୍ଚାୟତରେ ପ୍ରାୟ 83.17 ପ୍ରତିଶତ ମତଦାନ କରିଛନ୍ତି ଭୋଟର । ସକାଳ 7 ଟାରୁ ଅ।ରମ୍ଭ ହୋଇଥିବା ଭୋଟ ମଧ୍ୟାହ୍ନ 12ଟା ରେ ଶେଷ ହୋଇଥିବା ବେଳେ ଅ।ସନ୍ତା ଶୁକ୍ରବାର ଏହି ଉପନିର୍ଵାଚନର ଫଳାଫଳ ଘୋଷଣା ହେବ । ସେପଟେ ନିର୍ଵାଚନ ରେ 3 ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଥିବାବେଳେ କଡା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.