ETV Bharat / state

ସ୍ୟାଣ୍ଡ ଆନିମେସନରେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି - Manash Sahu tribute to pranab

ପୁରୀରେ ବିଶିଷ୍ଟ ବଲୁକା ଶିଳ୍ପୀ ମାନସ ସାହୁ ପ୍ରଣବ ମୂଖାର୍ଜୀଙ୍କ ଉଦେଶ୍ୟରେ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ୟାଣ୍ଡ ଆନିମେସନରେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Sep 1, 2020, 7:31 PM IST

ପୁରୀ: ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତକୁ ନେଇ ସମଗ୍ର ଦେଶ ଶୋକ ପ୍ରକାଶ କରିଛି । ଏହି କ୍ରମରେ ପୁରୀରେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ପ୍ରଣବ ମୁଖାର୍ଜୀଙ୍କ ଉଦେଶ୍ୟରେ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସ୍ୟାଣ୍ଡ ଆନିମେସନରେ ପ୍ରଣବଙ୍କୁ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ମୁଖାର୍ଜୀଙ୍କ ସରଳତା ଦେଶ ଭକ୍ତି ସର୍ବୋପରି ବିଚକ୍ଷଣ ଜ୍ଞାନୀ ରାଜନେତା ତଥା ବ୍ୟକ୍ତିତ୍ୱ ଭାବେ ସେ ଏକ ନିଆରା ଛାପ ଛାଡିଦେଇ ଯାଇଛନ୍ତି । ତାଙ୍କୁ ଦେଶବାସୀ ମନେ ପକାଉଥିବା ବେଳେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରୁଛନ୍ତି । ମାନସଙ୍କ ଏହି ଚିତ୍ରକଳା ମାଧ୍ୟମରେ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.