ETV Bharat / state

ଆଇସୋଲେସନ ସେଣ୍ଟରରେ ମଦ ପିଇବା ଘଟଣାକୁ ନେଇ 3 ଗିରଫ

ଆଇସୋଲେସନ ସେଣ୍ଟରରେ ମଦ ପିଇବା ଘଟଣାକୁ ନେଇ 3 ଗିରଫ । ଘଟଣାରେ ସଂପୃକ୍ତ ଜିଆର୍‌ଏସ୍‌ଙ୍କୁ ଚାକିରିରୁ ବହିଷ୍କାର କରିଥିବାବେଳେ ପଞ୍ଚାୟତ ଅଫିସରଙ୍କୁ ନିଲମ୍ବିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ। ଅଧିକ ପଢନ୍ତୁ...

author img

By

Published : Apr 7, 2020, 1:32 AM IST

three-arrested-in-connection-with-drinking-at-isolation-center
ଆଇସୋଲେସନ ସେଣ୍ଟରରେ ମଦ ପିଇବା ଘଟଣାକୁ ନେଇ 3 ଗିରଫ

ପୁରୀ: ଆଇସୋଲେସନ ସେଣ୍ଟରରେ ମଦ ପିଇବା ଘଟଣାକୁ ନେଇ 3 ଗିରଫ । ଆଇସୋଲେସନ ସେଣ୍ଟରରେ ଥିବା ବେଡ୍ ଉପରେ ବସି ଗପସପ କରିବା ଓ ପରିସରରେ ବସି ମଦ ପିଇବା ବେଶ ମହଙ୍ଗା ପଡିଛି । ଘଟଣାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ଼ଡା ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଥାଉକି କିଛି ଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ନୂଆପଡା ସାଇକ୍ଲୋନ ସେଣ୍ଟରରେ ଥିବା କୋଭିଡ-୧୯ ଆଇସୋଲେସନ ସେଣ୍ଟରରେ ଥିବା ବେଡ ଉପରେ ବସି ଗପସପ କରୁଥିବା ଦୃଶ୍ୟ ଏବଂ ବାହାରେ ବସି ମଦ ପିଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । କର୍ତ୍ତବ୍ୟରେ ଅବହେଳା ଓ ସାମାଜିକ ଦୂରତ୍ବ ନ ରଖିବା ଉଲ୍ଲଘଂନ ନେଇ କୃଷ୍ଣପ୍ରସାଦ ବ୍ଲକର ପିଇଓ ସୌମ୍ୟ ରଞ୍ଜନ ବେହେରାଙ୍କୁ ସସପେଣ୍ଡ ସହ ଜିଆରଏସ ଥିବା ମୁକେଶ କୁମାର ଜେନା କାର୍ଯ୍ୟଙ୍କୁ ବହିଷ୍କାର, ପଞ୍ଚାୟତ ସମିତି ସଦସ୍ୟ ଉତ୍ତମ ତରେଇକୁ ବହିଷ୍କାର କରାଯାଇଛି ।

ସେହିପରି ଉକ୍ତ ଆଇସୋଲେସନ ସେଣ୍ଟରରେ ମଦ ପିଇବା ଅଭିଯୋଗରେ କାଳୁ ଜେନା, ଧୀର ପଲେଇ ଓ ଉତ୍ତମ ତରେଇକୁ ଗିରଫ କରାଯାଇଛି । କୃଷ୍ଣ ପ୍ରସାଦ ଥାନାରେ ତହସିଲଦାରଙ୍କ ପକ୍ଷରୁ ଏତଲା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.