ETV Bharat / state

ବାଲୁକାକଳାରେ ବିଶ୍ବ ତମାଖୁ ବର୍ଜନ ଦିବସର ବାର୍ତ୍ତା - ବିଶ୍ବ ତମାଖୁ ବର୍ଜନର ଦିବସ

ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ବାଲୁକାକଳା ମାଧ୍ୟମରେ ବିଶ୍ବ ତମାଖୁ ବର୍ଜନର ଦିବସର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ 50 ଫୁଟର ବିଶାଳ ବାଲୁକାକଳା ତିଆରି କରି ଲୋକଙ୍କୁ ତମାଖୁ ସେବନକୁ ବର୍ଜନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।

the-message-of-world-no-tobacco-day-in-the-sandart
ବାଲୁକାକଳା ମାଧ୍ୟମରେ ବିଶ୍ବ ତମାଖୁ ବର୍ଜନର ଦିବସର ବାର୍ତ୍ତା
author img

By

Published : May 31, 2020, 4:36 PM IST

ପୁରୀ: ଆଜି ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । ସାରା ବିଶ୍ବରେ ମେ 31 ତାରିଖକୁ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଏ । ଏହି ଦିବସର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପୁରୀ ବେଳାଭୂମିରେ ଏକ ବାଲୁକାକଳା ତିଆରି କରାଯାଇଛି ।

ବାଲୁକାକଳାରେ ବିଶ୍ବ ତମାଖୁ ବର୍ଜନ ଦିବସର ବାର୍ତ୍ତା

ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତମାଖୁ ବର୍ଜନ ପାଇଁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ବିଶେଷ କରି ତମାଖୁ ସେବନ କଲେ କଣ ବିପଦ ରହିଛି ସେ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦ୍ଦେଶ୍ୟ । ଅନେକ ଲୋକ ତମାଖୁ ସେବନ କରି କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମଧ୍ୟ ଯାଉଛି । ଏହି ଦିବସର ସଚେତନତା ବାର୍ତା ଲୋକଙ୍କ ନିକଟକୁ ପଠାଇବା ପାଇଁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ 50 ଫୁଟର ବିଶାଳ ବାଲୁକାକଳା ତିଆରି କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ତମାଖୁ ସେବନରୁ ନିବୃତ୍ତ ରହିବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.