ETV Bharat / state

ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରରେ କଡାକଡି ବ୍ୟବସ୍ଥା: DGP - ଶ୍ରୀମନ୍ଦିର ଉପରେ ଡିଜିପିଙ୍କ ପ୍ରତିକ୍ରିୟା

ଆଜିଠାରୁ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହୋଇଛି। ବର୍ତ୍ତମାନ କେବଳ ସେବାୟତଙ୍କ ପରିବାର ଦର୍ଶନ କରିପାରିବେ। ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ୨୩ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରରେ କଡାକଡି ବ୍ୟବସ୍ଥା: DGP

author img

By

Published : Aug 12, 2021, 7:25 PM IST

ଭୁବନେଶ୍ବର: ଆଜିଠାରୁ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହୋଇଛି। ବର୍ତ୍ତମାନ କେବଳ ସେବାୟତଙ୍କ ପରିବାର ଦର୍ଶନ କରିପାରିବେ। ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ୨୩ରୁ ଆରମ୍ଭ ହେବ ।

ସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିରରେ କଡାକଡି ବ୍ୟବସ୍ଥା: DGP

ତେଣୁ ସମସ୍ତେ କରୋନା ଗାଇଡଲାଇନ ଅନୁସାରେ ଦର୍ଶନ କରିବା ପାଇଁ ନିବେଦନ କରିଛନ୍ତି ପେଲିସ ଡିଜି ଅଭୟ । ଏଥିନିମନ୍ତେ ଶ୍ରୀମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କିଭଳି ଗୋଟେ ସ୍ଥାନରେ ଜମା ନ ହେବେ, ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.