ETV Bharat / state

ରଥଯାତ୍ରା ପ୍ରସଙ୍ଗକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ଶଙ୍କରାଚାର୍ଯ୍ୟ

author img

By

Published : Jun 21, 2020, 3:01 PM IST

ରଥଯାତ୍ରାକୁ ନେଇ ପୁଣି ଏକ ଭିଡିଓ ବାର୍ତ୍ତା ଜାରି କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଏହି ଭିଡିଓରେ ସେ ସୁପ୍ରିମକୋର୍ଟର ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Shankaracharya released a video message on the issue of rath yatra
ରଥଯାତ୍ରା ପ୍ରସଙ୍ଗକୁ ନେଇ ଭିଡିଓ ବାର୍ତ୍ତା ଜାରି କଲେ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରାକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରବିବାର ପୁଣି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏହି ଭିଡିଓରେ ସେ ସୁପ୍ରିମକୋର୍ଟର ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଯଦି ସୁପ୍ରିମକୋର୍ଟ ଚାହିଁଥାନ୍ତେ ରଥଯାତ୍ରା ସପକ୍ଷରେ ସ୍ବେଚ୍ଛାକୃତ ଭାବେ ରଥଯାତ୍ରା ଅୟୋଜନ ନେଇ ପୁନର୍ବିଚାର ଆବେଦନକୁ ୨୦ ତାରିଖ ଦିନ ଗ୍ରହଣ କରାଯାଇ ପାରିଥାନ୍ତା । କାରଣ ବିଶେଷ ପରିସ୍ଥିତିରେ ଅବକାଶ ସମୟରେ ମଧ୍ୟ କୋର୍ଟ ଖୋଲିଥାଏ । ହେଲେ ୨୩ ତାରିଖରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଥିବାବେଳେ ମଝିରେ ମାତ୍ର ଗୋଟିଏ ଦିନ ରହିଛି । ଏଣୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଏହା ଏକ ପ୍ରାୟୋଜିତ ପ୍ରକଳ୍ପ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.