ETV Bharat / state

ମେଡାଲ ଜିତିଲା ହକି ଟିମ୍, ବାଲୁକା କଳାରେ ଶୁଭେଚ୍ଛା

author img

By

Published : Aug 5, 2021, 9:25 PM IST

ପୁରୀ ସମୁଦ୍ର ବେଳାଭୂମିରେ ସୁଦର୍ଶନ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଦେଇଛନ୍ତି । ଅଧିକ ପଢନ୍ତୁ...

ବାଲୁକା ଚିତ୍ରକଳାରେ ପୁରୁଷ ହକି ଟିମକୁ ଶୁଭେଚ୍ଛା

ପୁରୀ: ଟୋକିଓ ଅଲମ୍ପିକରେ ଭାରତର ପୁରୁଷ ହକି ଟିମ କାଂସ୍ୟ ପଦକ ହାସଲ କରିଛି । ଏଥିପାଇଁ ସମଗ୍ର ଦେଶରୁ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ପ୍ରଶଂସା ମିଳୁଥିବା ବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ପୁରୀ ସମୁଦ୍ର ବେଳାଭୂମିରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳା କରି ଐତିହାସିକ ବିଜୟର ଶୁଭେଚ୍ଛା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.