ETV Bharat / state

ସେହେନ୍ସାଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

author img

By

Published : Oct 11, 2019, 6:02 AM IST

Updated : Oct 11, 2019, 10:44 AM IST

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ବଲିଉଡ ସେହେନ୍ସା ତଥା ବିଗ ବି ଅମିତାଭ ବଚ୍ଚନଙ୍କୁ 77 ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

ପୁରୀ: ଅକ୍ଟୋବର 11ରେ ବିଗ ବି ତଥା ବଲିଉଡ ସେହେନ୍ସା ଅମିତାଭ ଵଚ୍ଚନଙ୍କ 77 ତମ ଜନ୍ମଦିନ। ବିଗ ବିଙ୍କୁ ଫ୍ୟାନ ମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ବାଲୁକାକଳାରେ ଅମିତାଭ ଵଚ୍ଚନଙ୍କୁ 77ତମ ଜନ୍ମଦିନ ଶୁଭେଚ୍ଛା

ପୁରୀ ବେଳାଭୂମିରେ ପ୍ରତିବର୍ଷ ଭଳି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଅମିତାଭ ଵଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଯେଉଁଥିରେ ଅମିତାଭଙ୍କ ପ୍ରତିକୃତି ସହ 77 ତମ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଲିଉଡର ସେହେନସା ଅମିତାବଭ ଵଚ୍ଚନଙ୍କୁ ଦୀର୍ଘାୟୁ କରନ୍ତୁ । ସେ ଏଭଳି ସ୍ମରଣୀୟ ଅଭିନୟ ପ୍ରଦର୍ଶନ କରି ଚାଲନ୍ତୁ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବାଲୁକାକଳା ରେ ଶୁଭେଚ୍ଛାBody:ରାତି ପହିଲେ BIG B ତଥା ବଲିଉଡ ସେହେନସା ଅମିତାବ ଵଚନ ଙ୍କ ଜନ୍ମ ଦିନ। BIG B ଙ୍କ ଫ୍ୟାନ ମାନେ ଜନ୍ମ ଦିନ ର ଶୁଭେଚ୍ଛା ଦେଇ ଛନ୍ତି। ଏହି ଅବସର ରେ ପ୍ରତିବର୍ଷ ଭଳି ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଂକ ବାଲୁକାକଳା ରେ ଅମିତାବ ଵଚନ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ବେଳାଭୂମିରେ ଅତି ଆକର୍ଷଣୀୟ ବାଲୁକାକଳା ଟିଏ କରିଛନ୍ତି ସୁଦର୍ଶନ। ଯେଉଁ ଥିରେ ଅମିତାବ ଙ୍କ ପ୍ରତିକୃତି ସହ 77 ତମ ଜନ୍ମ ଦିନର ଅଭିନଦନ ଜଣାଇ ଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଲିଉଡ ର ସେହେନସା ଅମିତାବ ଵଚନ ଙ୍କୁ ଦୀର୍ଘାୟୁ କରନ୍ତୁ ଓ ସେ ଏଭଳି ସ୍ମରଣୀୟ ଅଭିନୟ ପ୍ରଦର୍ଶନ କରି ଚାଲନ୍ତୁ ବୋଲି ସୁଦର୍ଶନ ବାର୍ତା ଦେଇ ଛନ୍ତି BIG B ଙ୍କୁ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ଯାଇଛିConclusion:
Last Updated : Oct 11, 2019, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.