ETV Bharat / state

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ: 3 ଅଭିଯୁକ୍ତ ଗିରଫ, ଅଳଙ୍କାର ସମେତ ମାରଣାସ୍ତ୍ର ଜବତ - ପୁରୀରୁ ଡକାୟତ ଗ୍ୟାଙ୍ଗ ଗିରଫ

ପିପିଲି ବଳଙ୍ଗା ପୋଲିସକୁ ବଡ ସଫଳତା । ଆନ୍ତଃରାଜ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କଲା ବଳଙ୍ଗା ପୋଲିସ ।

_robbery gang arrested
ଡକାୟତ ଗ୍ୟାଙ୍ଗ ଗିରଫ
author img

By

Published : Dec 7, 2019, 3:28 PM IST

ପୁରୀ: ପିପିଲି ବଳଙ୍ଗା ପୋଲିସକୁ ବଡ ସଫଳତା । ଆନ୍ତଃରାଜ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କଲା ବଳଙ୍ଗା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବାବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସାମନ୍ତରାୟଙ୍କ ନାମରେ 40ରୁ ଊର୍ଦ୍ଧ୍ବ ମାମଲା ରହିଛି ।

ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟରେ ସାମ୍ଵାଦିକ ସମ୍ମିଳନୀ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ 3 ଶହ ଗ୍ରାମ ସୁନା, 3 ଶହ ରୂପା ଅଳଙ୍କାର, ବ୍ରୋଞ୍ଚ ଚୁଡି, 4500 ଟଙ୍କା ଜବତ କରିଛି । ଏହାସହ ଲୁଟରେ ବ୍ୟବହୃତ 2ଟି କଟୁରୀ, 2 ଗୋଟି ଶାବଳ ଓ ଗୋଟିଏ ଛୁରୀ ସହିତ ଗୋଟିଏ ବୋଲେରୋ ଓ ବାଇକ୍ ଜବତ କରିଛି ।

ଲକ୍ଷାଧିକ ସୁନା-ରୂପା ଜବତ

ଗତ 27 ତାରିଖରେ ବଳଙ୍ଗା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ଆସିଥିଲା । ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୁବନେଶ୍ଵରର ସଞ୍ଜୟ ସାମନ୍ତରାୟ, ରଞ୍ଜିତ କେଶରୀ ସ୍ଵାଇଁ । ଲୁଟ୍ ଜିନିଷ କିଣିଥିବା ସୁନା ବ୍ୟବସାୟୀ ଦୀନବନ୍ଧୁ ସାହୁଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଶନିବାର ଏହି 3 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଡକାୟତ ଗ୍ୟାଙ୍ଗ ଗିରଫBody:ପୁରୀ ଜିଲ୍ଲା ପିପିଲି ବଳଙ୍ଗା ପୋଲିସ କୁ ବଡ ସଫଳତା। ଆର୍ନ୍ତରାଜ୍ୟ 3 ଅଭିଯୁକ୍ତଙ୍କୁ ଗିରଫ କଲା ବଳଙ୍ଗା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଂଜୟ ସାମନ୍ତରାୟ ଙ୍କ ନାମରେ 40ରୁ ଉର୍ଦ୍ଧ ମାମଲା ରହିଛି । ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟରେ ସାମ୍ଵାଦିକ ସମ୍ମିଳନୀ ମାଧ୍ୟମରେ ଏହାର ଖୁଲାସା କରିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ 3 ଶହ ଗ୍ରାମ ସୁନା,3 କେଜି 3 ଶହ ରୂପା ଅଳଙ୍କାର, ବ୍ରୈଞ୍ଚ ଚୁଡି, 4 ହାଜର 5ଶହ ଟଙ୍କା ଜବତ କରିଥିବା ବେଳେ ଲୁଟ୍ରେ ବ୍ୟବହୃତ 2ଟି କଟୁରୀ, 2 ଗୋଟି ଶାବଳ ଓ ଗୋଟି ଛୁରୀ ସହିତ ବୋଲୋର          ଓ ପଲସର ଜବତ କରିଛି ପୋଲିସ୍ । ଗତ 27 ତାରିଖରେ ବଳଙ୍ଗା ଅଂଚଳର ପୂର୍ଣ୍ଣଚନ୍ଦ୍ର ସେନାପତି ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ଆସିବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ରତଂତ ଟିମ ଗଠନ କରାଯାଇ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭୂବନେଶ୍ଵର ର ସଂଜୟ ସାମନ୍ତରାୟ,ରଂଜିତ କେଶରୀ ସ୍ଵାଇଁ ବଳଙ୍ଗା ଓ ଲୁଟ୍ ଜିନିଷ କିଣିଥିବା ସୁନା ବ୍ୟବସାୟୀ ଦୀନବନ୍ଧୁ ସାହୁ ଙ୍କୁ ଗିରଫ କରିଛି ପୋଲିସ । ଆଜି ଏହି 3 ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।
ବାଇଟ- ଦେଵଦତ୍ତ ବରାଳ- ଏସଡିପିଓ ପିପିଲିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.