ETV Bharat / state

ପୋଲିସ ହାତରେ 8 ଡକାୟତ

author img

By

Published : Feb 10, 2020, 9:18 PM IST

ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗର 8 ଅପରାଧିଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ 640 ଗ୍ରାମ ସୁନା ଅଳଙ୍କାର, 6 କେଜି ରୂପା ଅଳଙ୍କାର ସମେତ ଏକ ବନ୍ଧୁକ, 2ଟି ବାଇକ ଓ 3ଟି କାର ମଧ୍ୟ ଜବତ କରାଯାଇଛି । ଅଧିକ ପଢନ୍ତୁ...

robber gang arrested by puri police
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗର 8 ଅପରାଧିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 640 ଗ୍ରାମ ସୁନା ଅଳଙ୍କାର, 6 କେଜି ରୂପା ଅଳଙ୍କାର ସମେତ ଗୋଟିଏ ବନ୍ଧୁକ, 2ଟି ବାଇକ ଓ 3ଟି କାର ମଧ୍ୟ ଜବତ କରାଯାଇଛି ।ପୁରୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେମାନେ ଯୋଜନା କରି ରାତିରେ ଘରେ ପଶି ଲୁଟ୍ କରୁଥିଲେ। ଦୀର୍ଘ ଦିନ ହେବ ଏହି କାର୍ଯ୍ୟ କରୁଥିବା ବେଳେ ଡକାୟତି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି ।

ପୁରୀ ଏସପିଙ୍କ କହିବା ଅନୁସାରେ, ଗତ ଜାନୁଆରୀ 19 ତାରିଖରେ ପୁରୀର ମଙ୍ଗଳପୁର ଅଞ୍ଚଳର ରଞ୍ଜନ ବିଶ୍ୱାଳଙ୍କ ଘରେ ପଶି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ 2ଟି ସୁନା ଚେନ ଓ 40 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେହିପରି ପୁରୀ ଦକ୍ଷିଣ ନୂଆଗାଁରେ ଚନ୍ଦ୍ରଶେଖର ଦାସଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ରାତିରେ ପଶି ସୁନା ଚେନ , ମୁଦି ସମେତ 94 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ପୋଲିସ ନିକଟରେ। ଏ ଘଟଣାର ତଦନ୍ତ କରି ପ୍ରଥମେ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଠାବ କରିଥିଲା । ଭୁବନେଶ୍ୱର, କଟକ, ଜଗତସିଂହପୁରର କିଛି ଅପରାଧି ଏକାଠି ହୋଇ ଚୋରି କରୁଥିବା ଜଣାପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଡକାୟତି ଗ୍ୟାଙ୍ଗ ଗିରଫBody:ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗ ର 8 ଅପରାଧି ଙ୍କୁ ଗିରଫ କରିଛି। ତାଙ୍କ ଠାରୁ 640 ଗ୍ରାମ ସୁନା ଅଳଙ୍କାର ଚେନ , ମୁଦି , ଚୁଡି , 6 kg ରୂପ ଅଳଙ୍କାର ସମେତ ଏକ ବନ୍ଧୁକ , 2 ଟି ବାଇକ ଓ 3ଟି କାର ମଧ୍ୟ ଜବତ କରିଛି। ଏହି ଗ୍ୟାଙ୍ଗ ଘର ଗ୍ରୀଲ ତାଡି ଘରେ ପଶି ଲୋକ ଙ୍କ ଘରୁ ଲୂଟ କରୁଥିଲେ। ପୁରୀ ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ଏମାନେ ପ୍ଲାନିଂ କରି ରାତିରେ ଘରେ ପଶି ଲୂଟ କରୁଥିଲେ। ଦୀର୍ଘ ଦିନ ହେବ ଏହି କାର୍ଯ୍ୟ କରୁଥିବା ବେଲେ ଡକାୟତି ଗ୍ୟାଙ୍ଗ କୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି। ପୁରୀ ଏସପି ଙ୍କ ସୂଚନା ଅନୁଯାୟୀ ଗତ ଜାନୁଆରୀ 19 ତାରିଖରେ ପୁରୀ ର ମଙ୍ଗଳପୁର ଅଂଚଳ ର ରଞ୍ଜନ ବିଶ୍ୱାଳ ଙ୍କ ଘରେ ପଶି କିଛି ଦୁର୍ବୁର୍ତ୍ତ ବନ୍ଧୁକ ଦେଖାଇ 2 ଟି ସୁନା ଚେନ ଓ 40 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା। ସେହିପରି ପୁରୀ ଦକ୍ଷିଣ ନୂଆ ଗାଁ ରେ ଚନ୍ଦ୍ର ଶେଖର ଦାସ ଙ୍କ ଘରୁ ମଧ୍ୟ ସମାନ ଢଙ୍ଗରେ ରାତିରେ ପଶି ସୁନା ଚେନ , ମୁଦି ସମେତ 94 ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଥିଲା ପୋଲିସ ନିକଟରେ। ତେବେ ଘଟଣା ର ତଦନ୍ତ କରି ଗ୍ୟାଙ୍ଗ ଜଣେ ସଦସ୍ୟ କୁ ଠାବ କରିବା ପରେ ଘଟଣା ଜଣା ପଡିଥିଲା। ଭୁବନେଶ୍ୱର , କଟକ , ଜଗତସିଂହପୁର ର କିଛି ଅପରାଧି ଏକାଠି ହୋଇ ଏକ ଗ୍ୟାଙ୍ଗ କରିବା ସହ ବିଭିନ୍ନ ଜିଲ୍ଲାରେ ରାତିରେ ଘରେ ପଶି ଲୂଟ ତରାଜ କରୁଥିଲେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.