ETV Bharat / state

ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ରଥଖଳାରେ ଏକାଠି ହୋଇଛନ୍ତି ମହାରଣା ଓ ରୂପକାର ସେବକମାନେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ
author img

By

Published : May 25, 2019, 7:28 PM IST

ପୁରୀ: ଆଉ ଅଳ୍ପ ଦିନ ବାକି ରହିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏ ନେଇ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରଥଖଳାରେ ମହାରଣା ଓ ରୂପକାର ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ

ବର୍ତ୍ତମାନ ତିନି ରଥର ଚକ ଓ ଅଖ ନିର୍ମାଣ ଚାଲୁ ରହିଛି । ଅନ୍ୟପଟେ ରୂପକାର ସେବକମାନେ ଖୋଦେଇ କାରୁକାର୍ଯ୍ୟରେ ଲାଗିଛନ୍ତି । ରଥରେ ଲାଗିବାକୁ ଥିବା ନାଟ ଗୋଡ଼ କାର୍ଯ୍ୟ ମଧ୍ଯ ଚାଲୁ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, deferd ratha nirman ,, Puri , 25.5.19

Anc,, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋର ସୋର ରେ ଚାଲିଛି। ରଥ ଖଳା ରେ ମହାରଣା ଓ ରୂପ କାର ସେବକମାନେ ରଥ ନିର୍ମାଣ କାର୍ଯ୍ୟ ରେ ଲାଗି ପଡିଛନ୍ତି। ତିନି ରଥର ଚକ ଓ ଅଖ ନିର୍ମାଣ ଚାଲୁ ରହିଛି। ଅନ୍ୟପଟେ ରୂପ କାର ସେବକମାନେ ଖୋଦେଇ କାରୁକାର୍ଯ୍ୟ ରେ ଲାଗିଛନ୍ତି। ରଥ ରେ ଲାଗିବାକୁ ଥିବା ନାଟ ଗୋଡ଼ କାର୍ଯ୍ୟ ଚାଲୁ ରହିଛି। ତେବେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ କୀଭଳି ଚାଲୁ ରହିଛି ସେ ନେଇ ରଥ ଖଳା ରୁ ଅଧିକ ସୂଚନା ଦେଇ ଛନ୍ତି ଆମ ପୁରୀ ରିପୋର୍ଟ ର ଶକ୍ତି ପ୍ରସାଦ ମିଶ୍ର

Mojoରେ deferd ଓ ଭିଯୁଆଲ ଯାଇଛି। 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.