ETV Bharat / state

ସିଂହଦ୍ବାରରେ ଦକ୍ଷିଣ ମୋଡ ନେଲା 3 ରଥ

author img

By

Published : Jul 3, 2019, 1:30 PM IST

Updated : Jul 3, 2019, 7:15 PM IST

ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ସହ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସମ୍ନାରେ ୩ ରଥ ଦକ୍ଷିଣ ମୋଡ ନେଇଛି । ପୋଲିସ ବାହିନୀ ରଥ ଦଉଡି ଟାଣି ରଥକୁ ଦକ୍ଷିଣ ମୋଡ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ସହ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସମ୍ନାରେ ୩ ରଥର ଦକ୍ଷିଣ ମୋଡ ପ୍ରକ୍ରିୟା ସରିଛି । ପୋଲିସ ବାହିନୀ ରଥ ଦଉଡି ଟାଣି ରଥକୁ ଦକ୍ଷିଣ ମୋଡ କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ନନ୍ଦିଘୋଷ ରଥ ଦକ୍ଷିଣ ମୋଡ ପରେ ଦର୍ପଦଳନ ଓ ତାଳ ଧ୍ବଜ ରଥ ଟଣା ଯାଇ ଦକ୍ଷିଣ ମୋଡ ହୋଇଛି ।

ରଥ ଦକ୍ଷିଣ ମୋଡ ପରେ ଅନ୍ୟାନ୍ୟ ନୀତିକାନ୍ତି ହେବା ସହିତ ରାତି 9ଟାରେ ସାଧାରଣ ଦର୍ଶନ ବନ୍ଦ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

For testing

Conclusion:
Last Updated : Jul 3, 2019, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.