ETV Bharat / state

ପିନାକୀଙ୍କ ବଡପଣ, ପାଞ୍ଚବର୍ଷର ଦରମା ସିଏମ୍‌ଆରଏଫ୍‌କୁ ଦାନ

ବିଜୟ ପରେ ପାଞ୍ଚ ବର୍ଷର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ପୁରୀ ସାଂସଦ ପିନାକୀ ମିଶ୍ର ।

author img

By

Published : May 25, 2019, 11:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@OfPinaki

ଭୁବନେଶ୍ବର: ବିଜୟ ପରେ ପିନାକୀ ମିଶ୍ରଙ୍କ ବଡ ଘୋଷଣା । ବାତ୍ୟା ଫନିରେ ବହୁମାତ୍ରାରେ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ତେଣୁ ସାଂସଦ ହେବା ପରେ ଆଗାମୀ ପାଞ୍ଚବର୍ଷର ସମସ୍ତ ଦରମା ଓ ଦିନିକିଆ ଭତ୍ତାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମ୍‌ଆରଏଫ୍‌)କୁ ଦାନ କରିବାକୁ ଘୋଷଣା କରିଛନ୍ତି ପିନାକୀ ମିଶ୍ର ।

puri mp, pinaki mishra, annouces, donate, full salary, five years, cm relief fund, bhubaneswar, ଭୁବନେଶ୍ବର

ସୂଚନା ଯୋଗ୍ୟ ଯେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ପରାଜିତ କରି ପୁଣି ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ପିନାକୀ ମିଶ୍ର ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.