ETV Bharat / state

ଦୁଷ୍କର୍ମ ଅଭିଯୋଗରେ ନିମାପଡା ଥାନା କନେଷ୍ଟବଳ ଗିରଫ - ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତ ଗିରଫ

ଖାକିରେ ଲାଗିଛି ଦାଗ । ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ । ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Oct 17, 2019, 10:50 AM IST

Updated : Oct 17, 2019, 1:16 PM IST

ପୁରୀ: ପୁରୀ ପୋଲିସର ପିଛା ଛାଡୁନି ବିବାଦ । ଖାକିରେ ଲାଗିଛି ଦାଗ । ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ କନେଷ୍ଟବଳ ଗିରଫ । ପୁରୀ ନିମାପଡା ଥାନା କନେଷ୍ଟବଳ ଗଙ୍ଗାଧର ରାଉତଙ୍କୁ ଏହି ଅଭିଯୋଗରେ ଗିରଫ କରିଛି ସତ୍ୟବାଦୀ ପୋଲିସ ।

ଦୁଷ୍କର୍ମ ଅଭିଯୋଗରେ ନିମାପଡା ଥାନା କନେଷ୍ଟବଳ ଗିରଫ

ସତ୍ୟବାଦୀ ଥାନାରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳାଙ୍କୁ ଏକ ମାମଲାରେ ସହଯୋଗ କରିବାକୁ କହି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ସେହି ମହିଳାଙ୍କୁ ସେ ବ୍ଲାକମେଲିଂ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପରେ ପୁରୀ ଏସପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏସପିଙ୍କ ନିର୍ଦ୍ଦେଶରେ ଗଙ୍ଗାଧରକୁ ଗିରଫ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଦୁଷ୍କର୍ମ ଅଭିଯୋଗ ରେ କନେଷ୍ଟବଳ ଗିରଫBody:ପୁରୀ ପୋଲିସ ନାଁ ରେ ଆଉ ଏକ ଦୁର୍ନାମ। , ଜଣେ ମହିଳା ଙ୍କୁ ଦୁଷ୍କର୍ମ ଓ ବ୍ଲାକ ମେଲିଙ୍ଗ ଅଭିଯୋଗ ରେ ଜଣେ କନେଷ୍ଟବଳ ଗିରଫ ହୋଇଛି। , ନିମାପଡା ଥାନା ର କନେଷ୍ଟବଳ ଗଙ୍ଗାଧର ରାଉତ କୁ ଗିରଫ କରାଯାଇଛି।, ତାଙ୍କୁ ଗିରଫ କରିଛି ସତ୍ୟବାଦୀ ପୋଲିସ, । ସତ୍ୟବାଦୀ ଥାନା ରେ ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳା ଙ୍କୁ ଏକ ମାମଲା ରେ ସହଯୋଗ କରିବାକୁ କହି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିବା ସହିତ ବ୍ଲାକ ମେଲିଙ୍ଗ କରିବା ଅଭିଯୋଗ ଆଣିଥିଲେ ଜଣେ ମହିଳା.। ତେବେ ଏହି ଘଟଣା ଗଣମାଧ୍ୟମ ରେ ପ୍ରକାଶ ପରେ ପୁରୀ ଏସପି କାର୍ଯ୍ୟନୁଷ୍ଠାନ ନେଇ ଛନ୍ତି। ଏସପି ଙ୍କ ନିର୍ଦେଶ କ୍ରମେ ଗଙ୍ଗାଧର କୁ ଗିରଫ କରାଯାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Oct 17, 2019, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.