ETV Bharat / state

Pipili bypoll: ବାଜି ମାରିଲା ବିଜେଡି, ୨୧ ହଜାର ଭୋଟରେ ଜିତିଲେ ରୁଦ୍ର ମହାରଥୀ - ପିପିଲି ଭୋଟ ଗଣତି

Pipili bypoll:  5,140 ଭୋଟରେ ଆଗୁଆ ରୁଦ୍ରପ୍ରତାପ

author img

By

Published : Oct 3, 2021, 8:22 AM IST

Updated : Oct 3, 2021, 6:08 PM IST

18:04 October 03

Pipili bypoll: ବାଜି ମାରିଲା ବିଜେଡି, ୨୧ ହଜାର ଭୋଟରେ ଜିତିଲେ ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନର ଭୋଟ ଗଣତି ଶେଷ  । ସମସ୍ତ ୨୫ ରାଉଣ୍ଡ ଗଣତି ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା  । ପ୍ରାୟ ୨୧ ହଜାର ଭୋଟରେ ବିଜୟୀ ହେଲେ ବିଜେଡିର ରୁଦ୍ରପ୍ରତାପ ମହାରଥୀ  । 

17:43 October 03

୨୦, ୪୮୯ ଖଣ୍ଡ ଭୋଟ୍ ଆଗରେ ବିଜେଡି

୨୪ ରାଉଣ୍ଡସୁଦ୍ଧା ପିପିଲି ଫଳାଫଳ  ।  ବିଜେପିର ଆଶ୍ରିତଙ୍କ ଠାରୁ ଆଗରେ ଅଛନ୍ତି ବିଜେଡିର ରୁଦ୍ର ମହାରଥୀ  । ୨୦, ୪୮୯ ଖଣ୍ଡ ଭୋଟ୍ ଆଗରେ ବିଜେଡି  । 

17:36 October 03

ରାଉଣ୍ଡ ୨୩ ସୁଦ୍ଧା ୨୦,୮୩୮ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୨୩ ସୁଦ୍ଧା ୨୦,୮୩୮ ଭୋଟରେ ବିଜେଡି ଆଗୁଆ ରହିଛି  ।  ବିଜେଡିକୁ ୮୯,୨୧୧ ଭୋଟ ମିଳିଥିବାବେଳେ ବିଜେପିକୁ ୬୮,୩୭୩ ଓ କଂଗ୍ରେସକୁ ୪୦୬୩ ଖଣ୍ଡ ଭୋଟ୍ ମିଳିଛି  । 

17:35 October 03

ରାଉଣ୍ଡ ୨୨ ସୁଦ୍ଧା ୨୦,୧୫୧ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୨୨ ସୁଦ୍ଧା ୨୦,୧୫୧ ଭୋଟରେ ବିଜେଡି ଆଗୁଆ ରହିଛି  । ବିଜେଡିକୁ ୮୫,୭୮୪ ମିଳିଥିବାବେଳେ ବିଜେପିକୁ ୬୫,୬୩୩ ଓ କଂଗ୍ରେସକୁ ୩୯୬୮ ଖଣ୍ଡ ଭୋଟ୍ ମିଳିଛି  ।

17:10 October 03

ରାଉଣ୍ଡ ୨୧ ସୁଦ୍ଧା ୨୦,୬୩୯ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୨୧ ସୁଦ୍ଧା ୨୦,୬୩୯ ଭୋଟରେ ବିଜେଡି ଆଗୁଆ ରହିଛି  ।  ବିଜେଡିକୁ ୮୨,୦୫୪ ଭୋଟ ମିଳିଥିବାବେଳେ ବିଜେପିକୁ ୬୧,୪୧୫ ଓ କଂଗ୍ରେସକୁ ୩୮୭୧ ଖଣ୍ଡ ଭୋଟ୍ ମିଳିଛି

17:10 October 03

ରାଉଣ୍ଡ ୨୦ ସୁଦ୍ଧା ୨୦,୨୯୯ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୨୦ ସୁଦ୍ଧା ୨୦,୨୯୯ ଭୋଟରେ ବିଜେଡି ଆଗୁଆ ରହିଛି  । ବିଜେଡିକୁ ୭୮,୩୭୭୮ ଭୋଟ ମିଳିଥିବାବେଳେ ବିଜେପିକୁ ୫୮,୦୭୮ ଓ କଂଗ୍ରେସକୁ ୩୬୬୩ ଖଣ୍ଡ ଭୋଟ୍ ମିଳିଛି  ।

16:46 October 03

ରାଉଣ୍ଡ ୧୯ ସୁଦ୍ଧା ୨୦,୬୦୮ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୧୯ ସୁଦ୍ଧା ୨୦,୬୦୮ ଭୋଟରେ ବିଜେଡି ଆଗୁଆ ରହିଛି  । ବିଜେଡିକୁ ୭୪,୪୯୮, ବିଜେପିକୁ ୫୩,୮୯୦ ଓ କଂଗ୍ରେସକୁ ୩୫୪୧ ଖଣ୍ଡ ଭୋଟ ମିଳିଛି  ।

16:46 October 03

ରାଉଣ୍ଡ ୧୮ ସୁଦ୍ଧା ୨୦,୭୫୧ ଭୋଟରେ ବିଜେଡି ଆଗୁଆ ରହିଛି

ରାଉଣ୍ଡ ୧୮ ସୁଦ୍ଧା ୨୦,୭୫୧ ଭୋଟରେ ବିଜେଡି ଆଗୁଆ ରହିଛି  ।  ବିଜେଡିକୁ ୭୧,୪୦୯, ବିଜେପିକୁ ୫୦,୬୫୮ ଓ କଂଗ୍ରେସକୁ ୩୪୭୪ ଖଣ୍ଡ ଭୋଟ୍ ମିଳିଛି  ।

16:24 October 03

୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯ ହଜାର ୩୨୮ ଭୋଟରେ ଆଗୁଆ ରହିଛି ।

୧୭ ରାଉଣ୍ଡ ସୁଦ୍ଧା ବିଜେଡି  ୧୯ ହଜାର ୩୨୮ ଭୋଟରେ ଆଗୁଆ ରହିଛି  । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୬୭ ହଜାର ୯୨୫ ଭୋଟ ମିଳିଛି  । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୮ ହଜାର ୫୯୭ ଖଣ୍ଡ ଭୋଟ  । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୨୯୫ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି  । 

16:22 October 03

୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୩୫ ଭୋଟରେ ଆଗୁଆ ରହିଛି ।

୧୬ ରାଉଣ୍ଡ ସୁଦ୍ଧା ବିଜେଡି ୧୭ ହଜାର ୪୩୫ ଭୋଟରେ ଆଗୁଆ ରହିଛି  । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୬୩ ହଜାର ୪୩୭ ଭୋଟ ମିଳିଛି  । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୬ ହଜାର ୨ ଖଣ୍ଡ ଭୋଟ  । ସେହପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୧୩୩ ଭୋଟ ହାତେଇଛନ୍ତି  ।

15:58 October 03

୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬ ହଜାର ୬୪୦ ଭୋଟରେ ଆଗୁଆ ରହିଛି

୧୫ ରାଉଣ୍ଡ ସୁଦ୍ଧା ବିଜେଡି ୧୬ ହଜାର ୬୪୦ ଭୋଟରେ ଆଗୁଆ ରହିଛି  । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ୫୯ ହଜାର ୧୮୫ ଭୋଟ ମିଳିଛି  । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଛି ୪୨ ହଜାର ୫୪୫ ଭୋଟ  । ସେହପରି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ୩୦୦୩ ଭୋଟ ହାତେଇବାରେ ସକ୍ଷମ ହୋଇଛନ୍ତି  । 

15:27 October 03

୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୫,୭୧୯ ଭୋଟରେ ଆଗୁଆ

୧୪ ରାଉଣ୍ଡ ସୁଦ୍ଧା ବିଜେଡି ୧୫,୭୧୯ ଭୋଟରେ ଆଗୁଆ ରହିଛି  । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ମିଳିଛି ୫୫,୩୪୭ ଭୋଟ । ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୩୯, ୬୨୮  ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ବର୍ତ୍ତମାନସୁଦ୍ଧା ୨୮୯୫ ଭୋଟ ହାତେଇଛନ୍ତି  । 

14:55 October 03

୧୩ ରାଉଣ୍ଡ ସୁଦ୍ଧା ୧୪,୨୧୨ ଭୋଟରେ ବିଜେଡି ଆଗୁଆ

୧୩ ରାଉଣ୍ଡ ସୁଦ୍ଧା ପିପିଲି ଫଳାଫଳରେ ୧୪,୨୧୨ ଭୋଟରେ ବିଜେଡି ଆଗୁଆ ରହିଛି  । ବିଜେଡିକୁ ୫୦,୮୮୦ ଭୋଟ ମିଳିଥିବାବେଳେ ବିଜେପିକୁ ୩୬,୬୬୮ ଓ କଂଗ୍ରେସକୁ ୨,୭୮୨ ଭୋଟ ମିଳିଛି  । 

14:48 October 03

ଦ୍ବାଦଶ ରାଉଣ୍ଡ୍‌ସୁଦ୍ଧା 3419 ଭୋଟରେ ଆଗୁଆ ବିଜେଡି

ରାଉଣ୍ଡ ୧୨ ଶେଷ ସୁଦ୍ଧା ବିଜେଡିକୁ ୪୭,୦୯୪ ଖଣ୍ଡ ଭୋଟ୍ ମିଳିଛି  । ମୋଟ 13419 ଭୋଟରେ ଆଗୁଆ ରହିଛି ବିଜେଡି  । ସେହିପରି ବିଜେପିକୁ ୩୩,୬୭୫ ଓ କଂଗ୍ରେସକୁ ୨୭୦୫ ଖଣ୍ଡ ଭୋଟ୍ ମିଳିଛି  ।

14:12 October 03

ପିପିଲି ଫାଇଟ: ଆଗରେ ରହିଛି ବିଜେଡି

ପିପିଲି ଉପନିର୍ବାଚନର ୧୧ ରାଉଣ୍ଡ ଫଳାଫଳ  । ଏବେ ସୁଦ୍ଧା ମୋଟ ୪୨, ୭୭୪ ଭୋଟ ସହ ଆଗରେ ବିଜେଡି  । ବିଜେଡି ପଛକୁ ବିଜେପିକୁ ମିଳିଛି  ୩୧, ୫୭୮ ଭୋଟ । ମାତ୍ର ୨, ୬୦୨ ଭୋଟ ସହ ପଛରେ ପଡିଛି କଂଗ୍ରେସ  । ୧୧ ରାଉଣ୍ଡ ସୁଦ୍ଧା ମୋଟ ୧୧, ୧୯୬ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ।  

13:55 October 03

ଦଶମ ରାଉଣ୍ଡ ସୁଦ୍ଧା ୧୦, ୪୫୧ ଭୋଟରେ ବିଜେଡି ଆଗୁଆ

ଦଶମ ରାଉଣ୍ଡ ସୁଦ୍ଧା ୧୦, ୪୫୧ ଭୋଟରେ ବିଜେଡି ଆଗୁଆ  । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୩୮, ୫୮୯ ଭୋଟ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୮, ୧୩୮ ଭୋଟ ଓ  କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନଙ୍କୁ ୨, ୪୨୪ ଭୋଟ ମିଳିଛି  । 

13:40 October 03

ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯,୩୮୨ ଭୋଟରେ ଆଗୁଆ ବିଜେଡି

ଜାରି ରହିଛି ପିପିଲି ଭୋଟ ଗଣତି  । ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯,୩୮୨ ଭୋଟରେ ଆଗୁଆ ବିଜେଡି  । ନବମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୪, ୯୧୩, ବିଜେପିକୁ ୨୫, ୫୩୧ ଓ କଂଗ୍ରେସକୁ ୨୨୮୧ ଖଣ୍ଡ ଭୋଟ ମିଳିଛି  । 

13:19 October 03

୩୧,୪୫୭ ଭୋଟ ସହ ଆଗରେ ବିଜେଡି

ଅଷ୍ଟମ ରାଉଣ୍ଡ ସୁଦ୍ଧା ପିପିଲି ଫଳାଫଳ । ଗଣତି ବଢିବା ସହ ବଢୁଛି ବିଜେଡିର ଭୋଟ ସଂଖ୍ଯା  । ୩୧,୪୫୭ ଭୋଟ ସହ ଆଗରେ ବିଜେଡି  । ବିଜେପିର ୨୨, ୬୦୨ ଭୋଟ ରହିଥିବାବେଳେ କଂଗ୍ରେସକୁ ମିଳିଛି ମାତ୍ର ୨,୧୨୨ ଭୋଟ  । ଅଷ୍ଟମ ରାଉଣ୍ଡ ସୁଦ୍ଧା ୮,୮୫୬ ଭୋଟରେ ଆଗୁଆ ବିଜେଡି  ।  

12:53 October 03

ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ, ପଛରେ ପଡିଛି ହାତ

ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ । ମୋଟ ୭,୬୩୦ ଭୋଟରେ ଆଗୁଆ ରହିଛି ଦଳ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ୨୭, ୧୯୨ ଭୋଟ ଓ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୧୯, ୮୮୭ ଖଣ୍ଡ ଭୋଟ ମିଳିଥିବା ସୂଚନା  ।  

12:34 October 03

ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ 6,324 ଅଧିକ ଭୋଟ ସହ ଆଗରେ ରୁଦ୍ରପ୍ରତାପ ମହାରଥୀ

ସରିଲା ଷଷ୍ଠ ରାଉଣ୍ଡ ଗଣତି । ବିଜେଡି 3,068 ଓ ବିଜେପି 2,521 ଭୋଟ ପାଇଛି । 547 ଖଣ୍ଡ ଅଧିକ ଭୋଟରେ ଆଗୁଆ ରହିଛି ବିଜୁ ଜନତା ଦଳ । ଷଷ୍ଠ ରାଉଣ୍ଡ ସୁଦ୍ଧା ମୋଟ 6,324 ଅଧିକ ଭୋଟ ସହ ଆଗରେ ରହିଛନ୍ତି ବିଜେଡି ।  ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ଏଯାବତ୍ ୨୩, ୪୬୨ ଭୋଟ ମିଳିଛି  । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୧୭, ୧୩୮ ଖଣ୍ଡ ଭୋଟ  । ସେହିପରି ୧୭୪୮ ଭୋଟ ସହ ପଛରେ ପଡିଛି କଂଗ୍ରେସ  ।  

12:27 October 03

ଶେଷ ହେଲା ପଞ୍ଚମ ରାଉଣ୍ଡ ଗଣତି, ଆଗୁଆ ବିଜେଡି

ଶେଷ ହେଲା ପଞ୍ଚମ ରାଉଣ୍ଡ ଗଣତି । ବିଜେଡିକୁ 3,157 ଭୋଟ, ବିଜେପି 2,510 ଓ କଂଗ୍ରେସକୁ ମାତ୍ର 163 ଭୋଟ ମିଳିଛି  । ଅର୍ଥାତ୍ 647 ଖଣ୍ଡ ଅଧିକ ଭୋଟ ପାଇଛି ବିଜେଡି । ପଞ୍ଚମ ରାଉଣ୍ଡ ସୁଦ୍ଧା ମୋଟ 5,787 ଅଧିକ ଭୋଟ ସହ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ  । 

11:51 October 03

ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା 5,140 ଭୋଟରେ ବିଜେଡି ଆଗୁଆ

ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି  । ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା 5,140 ଭୋଟରେ ବିଜେଡି ଆଗୁଆ  । ଚତୁର୍ଥ ରାଉଣ୍ଡରେ ବିଜେଡି 3,357, ବିଜେପି 3,261 ଓ କଂଗ୍ରେସ 149 ଭୋଟ୍ ପାଇଥିବା ସୂଚନା  । 

11:10 October 03

ତୃତୀୟ ରାଉଣ୍ଡ ଗଣତିରେ ବିଜେଡି ଆଗୁଆ

ବିଜେଡି ଆଗୁଆ

ସରିଲା ତୃତୀୟ ରାଉଣ୍ଡ ଗଣତି । ତୃତୀୟ ରାଉଣ୍ଡରେ 1,727 ଖଣ୍ଡ ଭୋଟରେ ବିଜେଡି ଆଗୁଆ । ବିଜେଡିକୁ 4,581 ଭୋଟ ମିଳିଥିବାବେଳେ, ବିଜେପି 2,854 ଭୋଟ ପାଇଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିର ମୋଟ ଭୋଟସଂଖ୍ୟା 9,030, ବିଜେପିର 5,713 ଓ କଂଗ୍ରେସର ମାତ୍ର 981 ରହିଛି  । ମୋଟ 5044 ଖଣ୍ଡ ଭୋଟରେ ଆଗରେ ଅଛନ୍ତି ମହାରଥୀ  । 

11:04 October 03

ଚାଲିଛି ଭାଗ୍ୟ ପରୀକ୍ଷା, ଆଗରେ ମହାରଥୀ

ଚାଲିଛି ଭାଗ୍ୟ ପରୀକ୍ଷା, ଆଗରେ ମହାରଥୀ
ଚାଲିଛି ଭାଗ୍ୟ ପରୀକ୍ଷା, ଆଗରେ ମହାରଥୀ

ପିପିଲିରେ ଚାଲିଛି ଭାଗ୍ୟ ପରୀକ୍ଷା । ବର୍ତ୍ତମାନ ସୁଦ୍ଧା ଦୁଇ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡିର ଭୋଟ ହାର ସବୁଠୁ ୫୬.୧୮% ରହିଛି  । ସେହିପରି ବିଜେପି ୩୫.୫୪% ଭୋଟ ପାଇଥିବାବେଳେ କଂଗ୍ରେସକୁ ୬.୧୦%, ସିପିଆଇ(ଏମଏଲ) (ଏଲ)କୁ ୦.୫୦% ଏବଂ ଅନ୍ୟାନ ଭୋଟ ହାର ୧.୧୧% ରହିଛି  ।  

10:31 October 03

ପିପିଲିରେ ଆଗରେ ରହିଛି ବିଜେଡି

ଶେଷ ହେଲା ଦ୍ବିତୀୟ ରାଉଣ୍ଡ ଭୋଟ ଗଣତି  । ପିପିଲିରେ ଆଗରେ ରହିଛି ବିଜେଡି  ।  ଦ୍ବିତୀୟ ରାଉଣ୍ଡରେ ରୁଦ୍ରପ୍ରତାପ ମହାରଥୀଙ୍କୁ 1,807 ଖଣ୍ଡ ଅଧିକ ଭୋଟ ମିଳିଛି  । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ମୋଟ 3,213 ଭୋଟରେ ଆଗୁଆ ରହିଛି ବିଜେଡି  । 

10:20 October 03

2,441 ଭୋଟରେ ଆଗୁଆ ରୁଦ୍ରପ୍ରତାପ

ଶେଷ ହୋଇଛି ଦ୍ବିତୀୟ ରାଉଣ୍ଡ ଟେବୁଲ ଗଣତି  । ଦ୍ବିତୀୟ ରାଉଣ୍ଡରେ ବି ବିଜେଡିକୁ ମିଳିଛି ୧,୦୩୫ ଖଣ୍ଡ ଅଧିକ ଭୋଟ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କୁ ୨,୫୪୮ ଭୋଟ ମିଳିଥିବାବେଳେ ବିଜେପି ୧,୫୧୩ ଏବଂ କଂଗ୍ରେସର ୯୪ ଭୋଟ ରହିଛି  ।  ଦ୍ବିତୀୟ ରାଉଣ୍ଡ ସୁଦ୍ଧା ମୋଟ 2,441 ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ରୁଦ୍ରପ୍ରତାପ  । 

09:27 October 03

1,406 ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି

1,406 ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେଡି

ପ୍ରଥମ ରାଉଣ୍ଡ ଗଣତି ଶେଷ । ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଆଗୁଆ ରହିଛନ୍ତି । ବିଜେଡି ମୋଟ 1406 ଖଣ୍ଡ ଭୋଟରେ ଆଗୁଆ । ବିଜେଡିର 4,055, ବିଜେପି 2,649 ଓ କଂଗ୍ରେସକୁ 766 ଭୋଟ ମିଳିଛି ।

09:21 October 03

ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

କଟକଣା ମଧ୍ୟରେ ଚାଲିଛି ପିପିଲି ଉପନିର୍ବାଚନ ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ଆଗୁଆ ରହିଛି ବିଜେଡି । 7ଟି ଟେବୁଲରେ ହୋଇଥିବା ଗଣତିରେ 1400ରୁ ଅଧିକ ଭୋଟରେ ଆଗୁଆ ରହିଛି । 

08:49 October 03

ପୋଷ୍ଟାଲ ବାଲାଟ ପରେ EVM ଭୋଟ ଗଣତି ଆରମ୍ଭ

ପୋଷ୍ଟାଲ ବାଲାଟ ପରେ ଇଭିଏମ ଭୋଟ ଗଣତି ଆରମ୍ଭ

ପିପିଲି ଉପନିର୍ବାଚନ ପାଇଁ ଗଣତି ଜାରି  । ଗଣତି କରିବାକୁ ମୋଟ ୬୨ କର୍ମଚାରୀ ନିୟୋଜିତ  । କୋଭିଡ କଟକଣା ମଧ୍ୟରେ ଚାଲିଛି ଭୋଟ ଗଣତି  । ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ଆରମ୍ଭ  । ଗଣତି ଟେବୁଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି  । 

08:03 October 03

ପିପିଲିରେ ଭୋଟ ଗଣତି ଆରମ୍ଭ, ଚାଲିଛି ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ

ପିପିଲି ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ  । ପ୍ରଥମେ ହେଉଛି ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ  । ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଗଣତି  ।  ୧୪ ଟେବୁଲ ଓ ୨୪ ରାଉଣ୍ଡରେ ହେବ କାଉଣ୍ଟିଂ  ।  

06:24 October 03

ଆଜି ଆସିବ ପିପିଲି ଫଳ। ଆରମ୍ଭ ହେଲା ଭୋଟ ଗଣତି ପାଇଁ ପ୍ରକ୍ରିୟା ।

pipili bypoll: ଆରମ୍ଭ ହେଲା ଭୋଟ ଗଣତିି ପ୍ରକ୍ରିୟା

ପୁରୀ: ଆଜି ପିପିଲି ଉପନିର୍ବାଚନର ଆସିବ ଫଳାଫଳ ।  ଏନେଇ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି  । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି  । ଦୁଇଟି ପ୍ରକୋଷ୍ଠର ୧୪ଟି ଟେବୁଲରେ ୨୫ ରାଉଣ୍ତ ଗଣତି କରାଯିବ । ଅନ୍ୟ ଏକ ପ୍ରକୋଷ୍ଠରେ ପୋଷ୍ଟାଲ ଭୋଟ ଗଣତି ହେବ । ସକାଳ ୭ଟାରୁ ଆରମ୍ଭ ହୋଇଛି ଗଣତି ପାଇଁ ପ୍ରକ୍ରିୟା ।  

ଇଭିଏମଗୁଡିକୁ ତ୍ରିସ୍ତରୀୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । । ପ୍ରଥମେ ୯୨୪ଟି ପୋଷ୍ଟାଲ ବାଲଟ ଗଣତି କରାଯିବ । ପରେ ଇଭିଏମ ମେସିନରେ ଭୋଟ ଗଣତି ହେବ । ପ୍ରତି ଟେବୁଲରେ ସିସିଟିଭି କ୍ଯାମେରା ଲଗାଯାଇଛି । ଏହାର ପ୍ରତି ରାଉଣ୍ଡରେ ଅପଡେଟ୍ ଦିଆଯିବ ।

ସେହିପରି ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ନିଷିଦ୍ଧ କରାଯାଇଛି । କଡାକଡି ଯାଞ୍ଚ ପରେ ଏଜେଣ୍ଟ ଓ କର୍ମଚାରୀଙ୍କୁ କେନ୍ଦ୍ରକୁ ଛଡାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 3, 2021, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.