ETV Bharat / state

ପୁରୀର ‘ନୂଆ ଯୁବରାଜ’ଙ୍କ ଭାଇରାଲ ଫଟୋ ସମ୍ପୂର୍ଣ୍ଣ ଗୁଜବ: ରାଜନଅର

ଭାଇରାଲ ହୋଇଛି ମହାରାଜ ଗଜପତି ଓ ମହାରାଣୀଙ୍କ ଏକ ଫଟୋ । ଫଟୋରେ ରାଜାଙ୍କ ନିକଟରେ ଥିବା ବ୍ୟକ୍ତିଙ୍କୁ ମହାରାଜଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ରାଜନଅର ପକ୍ଷରୁ ଖଣ୍ଡନ କରାଯାଇଛି । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Sep 26, 2019, 8:06 PM IST

ପୁରୀ: ପୁରୀର ନୂଆ ଯୁବରାଜ ଭାବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ସମ୍ପୂର୍ଣ୍ଣ ଗୁଜବ ଅଟେ । ସୋସିଆଲ ମିଡିଆରେ ପୁରୀ ଗଜପତି ମହାରାଜାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ତେବେ ଭାଇରାଲ ଫଟୋରେ ଜଣେ ରାଜା ବେଶରେ ଥିବା ବ୍ୟକ୍ତିଙ୍କ ସହ ମହାରାଜା ଓ ମହାରାଣୀଙ୍କୁ ଦେଖିବାକୁ ମିଳୁଛି । ସେହି ବ୍ୟକ୍ତି ଜଣଙ୍କ ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ରାଜନଅର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଫଟୋରେ ଯୁବରାଜ ବେଶରେ ଥିବା ବ୍ୟକ୍ତି ଜଣଙ୍କ ନିଳଗିରି ରାଜା- ରାଣୀଙ୍କ ସୁପୁତ୍ର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଏହି ଫଟୋ ଉଠାଯାଇଥିବା ଜଣା ପଡିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାଇରଲ ଫୋଟୋBody:ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଫଟୋ, ଏ ଫଟୋରେ ଗଜପତି ମହାରାଜା ଓ ପାଟରାଣୀଙ୍କ ସହ ଜଣେ ରାଜା ବେଶଧାରୀ ବ୍ଯକ୍ତି ନଜରକୁ ଆସିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ପୁରୀ ଠାକୁର ରାଜା ଶ୍ରୀଦିବ୍ଯସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ରାଜନହର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେ ହେଉଛନ୍ତି ନିଳଗିରୀର ରାଜା ଓ ରାଣୀ ଓ ତାଙ୍କ ସୁପୁତ୍ର ବୋଲି ରାଜନହର ପକ୍ଷରୁ ସ୍ପଷ୍ଟ କରାଯାଇଛି।,,,,ଏକ କାର୍ଯ୍ୟକ୍ରମରେ ଗଜପତି ମହାରାଜ ଥିବା ବେଳେ ଏହି ଫୋଟୋ ଉଠାଯାଇଛି। ଏହାକୁ ଅଯଥା ରେ ଭାଇରଲ କରାଯାଉ ଥିବା କୁହଜାଇଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.