ETV Bharat / state

ବାଲୁକାକଳାରେ ଓଡିଆ ନବବର୍ଷ ଶୁଭେଚ୍ଛା

author img

By

Published : Apr 13, 2022, 9:40 PM IST

ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଦେଇଛନ୍ତି । ପବିତ୍ର ପଣା ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଏ । ଅଧିକ ପଢ଼ନ୍ତୁ

ବାଲୁକା ଚିତ୍ରକଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା
ବାଲୁକା ଚିତ୍ରକଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା

ପୁରୀ : ପବିତ୍ର ପଣା ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବେ ପାଳନ କରାଯାଏ । ଏହି ଅଵସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଓଡିଆ ନବବର୍ଷ ଶୁଭେଚ୍ଛା ଦେଇଛନ୍ତି । ପୁରୀ ସମୁଦ୍ର କୂଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ସେ ବାଲିରେ ତିଆରି କରି ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଦେଇଛନ୍ତି ।

ବାଲୁକା ଚିତ୍ରକଳାରେ ଓଡ଼ିଆ ନବବର୍ଷ ଶୁଭେଚ୍ଛା

ଏହାସହ କୋଭିଡ ଭାଇରସକୁ ଏ ପୃଥିବୀରୁ ନିପାତ କରିବାକୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି ସୁନ୍ଦର ବାଲୁକାକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.