ETV Bharat / state

ପିପିଲି ଉପନିର୍ବାଚନ: ଆଶ୍ରୀତଙ୍କ ପାଇଁ ଭୋଟ ମାଗିଲେ ଅପରାଜିତା

author img

By

Published : Apr 12, 2021, 10:52 PM IST

ପିପିଲି ଉପ ନିର୍ବାଚନ ନେଇ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ । ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ସହ ଅପରାଜିତା ପିପିଲି ଡେଲାଙ୍ଗ ଅଞ୍ଚଳରେ ପ୍ରଚାର କରିଥିଲେ । ଅଧିକ ପଢନ୍ତୁ...

ପିପିଲି ଉପ ନିର୍ବାଚନ ନେଇ ଅପରାଜିତାଙ୍କ ପ୍ରଚାର

ପୁରୀ: ପିପିଲି ଉପ ନିର୍ବାଚନ ନେଇ ବିଜେପିର ପ୍ରଚାର ମଙ୍ଗ ଧରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ । ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ସହ ଅପରାଜିତା ପିପିଲି ଡେଲାଙ୍ଗ ଅଞ୍ଚଳରେ ପ୍ରଚାର କରିଥିଲେ । ତେବେ ଯେଭଳି ଆଶ୍ରିତଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଭରସା ରହିଚି ନିଶ୍ଚିତ ଏଥର ପିପିଲିରେ ବିଜେପି ଜିତିବ ବୋଲି ଅପରାଜିତା କହିଛନ୍ତି ।

ସେହିପରି ପିପିଲିରେ ବସ ଷ୍ଟାଣ୍ଡ ନଥିବା ବେଳେ, ଚାନ୍ଦୁଆ କାରିଗରଙ୍କ ଦୁର୍ଦ୍ଦଶା, ଫୋନି ସହାୟତାରେ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଏବଂ ପିପିଲିକୁ ବିଜେଡିର ଅବହେଳା ପ୍ରସଙ୍ଗ ନେଇ ଭୋଟର କ୍ଷୁବ୍ଧ ଥିବା ବେଳେ ଏଥର ନିର୍ବାଚନ ତାହା ପ୍ରତିଫଳିତ ହେବ ଏବଂ ବିଜେପି ଜିତିବ ବୋଲି ଅପରାଜିତା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.