ETV Bharat / state

ମଠ ଉଚ୍ଛେଦକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ

ଶ୍ରୀମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଚାରିପାଖର 75 ମିଟର ଲେଖାଏଁ ଉଚ୍ଛେଦ ସହ 12 ଟି ମଠର ମଧ୍ୟ ଉଚ୍ଛେଦ ନେଇ ପ୍ରଶାସନ ସ୍ଥିର କରିଛି । ଯାହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।

author img

By

Published : Sep 5, 2019, 2:54 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ମନ୍ଦିର ଚାରିପାଖର 75 ମିଟର ଲେଖାଏଁ ଉଚ୍ଛେଦ ଆରମ୍ଭ ହୋଇଛି । 12 ଟି ମଠର ମଧ୍ୟ ଉଚ୍ଛେଦ ନେଇ ପ୍ରଶାସନ ସ୍ଥିର କରିଛି । ତେବେ ଏହାକୁ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।

ତେବେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପରମ୍ପରା ସହିତ ମଠ ଜଡିତ । ପୁରାତନ ମଠ ଗୁଡିକର ବିକାଶ ସରକାର ନକରି ମଠ ଭାଙ୍ଗି ବିନାଶ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବୁଧବାର ସଂଗଠନ କହିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ପୁରୀ

ତେବେ ଯଦି ମଠ ଉଚ୍ଛେଦ ହେଉଛି ସରକାର କଣ ପାଇଁ ଆଜି ଯାଏଁ ମଠ ମହନ୍ତ ତଥା ସାଧୁ ସନ୍ଥଙ୍କ ସହ ଆଲୋଚନା କରିନାହାଁନ୍ତି ବୋଲି ଭିଏଚପି ପ୍ରଶ୍ନ କରିଛି । ଏଥିସହ ମଠ ଥଇଥାନ ନେଇ ସରକାରଙ୍କ ଯଦି କୌଣସି ନିଦ୍ଧିଷ୍ଟ ଯୋଜନା ରହିଛି ତେବେ ପ୍ରଥମେ ଖୋଲା ଆଲୋଚନା ହେଉ । ନଚେତ୍ ବିଶ୍ବ ହିନ୍ଦୁ ପରିଷଦ ଉଚ୍ଛେଦକୁ ଦୃଢ଼ ବିରୋଧ କରିବ ବୋଲି ସଂଗଠନ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମଠ ଉଛେଦ କୁ vhp ର ବିରୋଧ।

Body:ଶ୍ରୀମନ୍ଦିର ସୁରକ୍ଷା ପାଇଁ ମନ୍ଦିର ର ଚାରି ପାଖ 75 ମିଟର ଲେଖେ ଉଛେଦ ଆରମ୍ଭ ହୋଇଛି। 12 ଟି ମଠ ମଧ୍ୟ ଉଛେଦ ନେଇ ପ୍ରଶାସନ ସ୍ଥିର କରିଛି। ତେବେ ଏହାକୁ ବିରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ। ଶ୍ରୀଜଗନ୍ନାଥ ଙ୍କ ସଂସ୍କୃତି ପରମ୍ପରା ସହିତ ମଠ ଜଡିତ। ପୁରାତନ ମଠ ଗୁଡିକ ର ବିକାଶ ସରକାର ନ କରି ମଠ ଭାଙ୍ଗି ବିନାଶ କରିବା ଅତ୍ୟନ୍ତ ଲଜ୍ୟା ଜନକ। ଯଦି ମଠ ଉଛେଦ ହେଉଚି ସରକାର ଆଜି ଯାଏ ମଠ ମହନ୍ତ ତଥା ସାଧୁ ସନ୍ଥ ଙ୍କ ସହ ଆଲୋଚନା କରିନାହାନ୍ତି। ସରକାର ଙ୍କ କଣ ବ୍ଲୁ ପ୍ରିଣ୍ଟ ତଥା ଯୋଜନା ରହିଛି, ମଠ ଥଇଥାନ ନେଇ କଣ ନୀରିଦିଷ୍ଟ ଯୋଜନା ରହିଛି ପ୍ରଥମେ ଖୋଲା ଆଲୋଚନା ହେଉ । ନ ହେଲେ ବିଶ୍ୱ ହିନ୍ଦୁ ପରି ସଦ ଉଛେଦ କୁ ଦୃଢ଼ ବିରୋଧ କରିବ ବୋଲୀ ସଂଗଠନ ଚେତାବନୀ ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.