ETV Bharat / state

ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା

author img

By

Published : Dec 9, 2019, 12:22 PM IST

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଦ୍ବିତୀୟ ଦିନରେ ଉଚ୍ଛେଦ ପ୍ରକ୍ରିୟା ।

mangu math eviction
ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଜାରି । ଶ୍ରୀମନ୍ଦିର ସମ୍ମୁଖରେ ପୁଣି ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନ ମଙ୍ଗୁ ମଠ ପଥରେ ଥିବା ଏମାର ମଠର କିଛି ଘର ଉଚ୍ଛେଦ କରାଯାଇଥିଲା ।

ଦ୍ବିତୀୟ ଦିନରେ ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ

ଏହାସହ ମଙ୍ଗୁ ମଠରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଖାଲି କରାଯାଇଛି । ବିଶୃଙ୍ଖଳାକୁ ଧ୍ୟାନରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:mangu math eviction vis

Body:ଦ୍ୱିତୀୟ ଦିନରେ ଆଜି ବି ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ ପ୍ରକ୍ରିୟା ଜାରି ରହିଛି। ଶ୍ରୀମନ୍ଦିର ସମୂଖ ରେ ଥିବା ମଙ୍ଗୁ ମଠ ଉଛେଦ ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇଛି। ପ୍ରଥମେ ମଙ୍ଗୁ ମଠ ପାଖରେ ଥିବା ଏମାର ମଠ କିଛି ଘର ଉଛେଦ ହୋଇଛି। ମଙ୍ଗୁ ମଠ ରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଖାଲି କରାଯାଇଛି। ଏଥିପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ମଙ୍ଗୁ ମଠରେ 21 ଟି ଦୋକାନ ଗୃହ ରହି ଥିଲା। ଅନ୍ୟପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି ଉଛେଦ ହେଉଥିବା ବ୍ୟବସାୟୀ ଙ୍କୁ ସରକାର ଙ୍କ ନୀୟମ ଅନୁଯାୟୀ ଥଇଥାନ ହେବ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.