ETV Bharat / state

ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ

କୋରୋନା ପଞ୍ଝାରେ ବଲିଉଡ ସେହେନ୍ସା ଅମିତାଭ ବଚନ । ସାରା ଦେଶ ତଥା ତାଙ୍କ ପ୍ରଂଶସକ ତାଙ୍କ ଆରୋଗ୍ୟ କାମନା କରୁଥିବା ବେଳେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ନିଜ ବାଲୁକା କଳା ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

Manas wished Amitabh Bachchan recovery through sand animation
ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ
author img

By

Published : Jul 12, 2020, 6:16 PM IST

ପୁରୀ: କୋରୋନା ପଞ୍ଝାରେ ବଲିଉଡ ସେହେନ୍ସା ଅମିତାଭ ବଚନ । ସାରା ଦେଶ ତଥା ତାଙ୍କ ପ୍ରଂଶସକ ତାଙ୍କ ଆରୋଗ୍ୟ କାମନା କରୁଥିବା ବେଳେ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ନିଜ ବାଲୁକା କଳା ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ସେ ବିଗ୍ ବିଙ୍କ ଏକ ସ୍ୟାଣ୍ଡ ଆନିମେସନ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବାଲୁକା ଶିଳ୍ପୀ ମାନସ ଅମିତାଭ ବଚ୍ଚନ ଶୀଘ୍ର ସୁସ୍ଥ ହୋଇ ପୁଣି ନିଜ ପ୍ରଶଂସକ ଗହଣକୁ ଫେରି ଆସନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।

ସ୍ୟାଣ୍ଡ ଆନିମେସନରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ମାନସ

ସୂଚନାନୁସାରେ, ବିଗ୍ ବି ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ନିଜେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି । ଉଭୟଙ୍କ ନିକଟରେ କୋଭିଡର ସାମାନ୍ୟ ଲକ୍ଷଣ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.