ETV Bharat / state

ପୁଣି ପୁରୀରୁ ମହେଶ୍ବର

ପୁରୀ ଜିଲ୍ଲାର ସଦର ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ବିଜେଡିର ବହୁ ପ୍ରତିକ୍ଷିତ ପ୍ରାର୍ଥୀ । ସବୁ କଳ୍ପନା ଜାଳ୍ପନାର ଅବସାନ ଘଟାଇ ମହେଶ୍ବର ମହାନ୍ତିଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author img

By

Published : Mar 30, 2019, 3:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲାର ସଦର ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ବିଜେଡିର ବହୁ ପ୍ରତିକ୍ଷିତ ପ୍ରାର୍ଥୀ । ସବୁ କଳ୍ପନା ଜାଳ୍ପନାର ଅବସାନ ଘଟାଇ ମହେଶ୍ବର ମହାନ୍ତିଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଚଳିତ ନିର୍ବାଚନରେ ପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢିବେମହେଶ୍ବର ମହାନ୍ତି ।ଘୋଷଣା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମହେଶ୍ବର । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି କୃତଜ୍ଞତା।

ଏହାସହ ପୁରୀ ସହରବାସୀ ପୂର୍ବ ଭଳି ତାଙ୍କୁ ଭଲ ପାଇବା ଓ ଆଶୀର୍ବାଦ ପ୍ରଦାନ କରିବାବଜାୟ ରଖିବାକୁ ପୁରୀବାସୀଙ୍କୁ ନିବେଦନ କରିଛନ୍ତି ମହେଶ୍ବର ।

ତେବେ ଗତ କିଛି ଦିନ ହେବ ପୁରୀ ସଦର ବିଧାନସଭା ଆସନ ପାଇଁ ଛକାପଞ୍ଝା ଲାଗି ରହିଥିଲା । ଏକାଧିକ ଆଶାୟୀ ଲବୀ କରିଥିଲେ ଟିକେଟ ହାସଲ ପାଇଁ । ଏପରିକି ନାମାଙ୍କନ ପତ୍ର ଦାଖଲ ଦିବସ ଗୋଟିଏ ଦିନ ଅତିକ୍ରମ କରିଥିଲେ ମଧ୍ୟ ପୁରୀ ବିଧାନସଭା ଆସନ ଟିକଟକୁ ନେଇ ସସପେନ୍ସ ଲାଗି ରହିଥିଲା । ଯାହା ଉପରୁ ଏବେ ପରଦା ଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug,,, maheswar mohanty , avb , Puri , 290319

Anchor,, ପୁରୀ ସଦର ବିଧାନସଭା ଆସନ ପାଇଁ ବିଜେଡି ର ବୋହୁ ପ୍ରତୀକ୍ଷତ ପ୍ରାର୍ଥୀ ଘୋଷଣା ହୋଇଛି। ସବୁ କଳ୍ପନା ଜାଳ୍ପନା ର ଅବସାନ ଘଟାଇ ମହେଶ୍ୱର ମହାନ୍ତିଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ନିର୍ବାଚନ ରେ ପୁରୀ ବିଧାନସଭା ଆସନରୁ ମହେଶ୍ୱର ମହାନ୍ତି ନିର୍ବାଚନ ଲଢ଼ିବେ। ତେବେ ଏହା ଘୋଷଣା ପରେ ମହେଶ୍ୱର ଖୁସି ବ୍ୟକ୍ତ କରିଛନ୍ତି। ତାଂକ ଉପରେ ଆସ୍ଥା ପ୍ରକଟ କରିଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ କୃତଜ୍ଞତା ପ୍ରକାଶ କରିଛନ୍ତି। ତେବେ ପୁରୀ ସହର ବାସୀ ପୂର୍ବ ଭଳି ତାଙ୍କୁ ଭଲ ପାଇବା ଓ ଆଶୀର୍ବାଦ ପ୍ରଦାନ ବଜାୟ ରଖିବାକୁ ମହେଶ୍ବର ପୁରୀ ବାସୀ ଙ୍କୁ ନିବେଦନ କରିଛନ୍ତି। ଆଜି ମହେଶ୍ୱର ଙ୍କ ଶୁଭେଛୁ ଖବର ପାଇବା ପରେ ତାଙ୍କୁ ଅଭିନ୍ଦନନ ଜଣାଇଛନ୍ତି। ତେବେ ଗତ କିଛି ଦିନ ହେବ ପୁରୀ ସଦର ବିଧାନସଭା ଆସନ ପାଇଁ ଚକା ପଞ୍ଜା ଲାଗି ରହିଥିଲା। ଏକାଧିକ ଆଶାୟୀ ଲବୀ କରିଥିଲେ ଟିକେଟ ହାସଲ ପାଇଁ। ଏପରିକି ନାମାଙ୍କନ ପତ୍ର ଦାଖଲ ଦିବସ ଗୋଟିଏ ଦିନ ଅତିକ୍ରମ କରିଥିଲେ ମଧ୍ୟ ପୁରୀ ବିଧାନସଭା ଆସନ ଟିକଟ କୁ ନେଇ ସସପେନ ଲାଗି ରହିଥିଲା।

ବାଇଟି ,, ମହେଶ୍ୱର ମହାନ୍ତି ,, ବିଜେଡି ପ୍ରାର୍ଥୀ , ପୁରୀ ସଦର ନିର୍ବାଚନ ମଣ୍ଡଳୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଏହି avb ର ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.