ETV Bharat / state

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ - ଶ୍ରୀମନ୍ଦିର

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଜନସାଧାରଣଙ୍କ ପାଇଁ 4 ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ।

ଫାଇଲ ଫଟୋ
author img

By

Published : Mar 28, 2019, 1:40 PM IST

ପୁରୀ:ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଜନସାଧାରଣଙ୍କ ପାଇଁ 4 ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ସୂଚନାନୁଯାୟୀ, ଦିନ 4ଟା ରୁ ରାତି 8ଟା ମଧ୍ୟରେ ଏହି ବନକ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢି ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ତଥା 'ବନକଲାଗି ନୀତି' ଅନୁଷ୍ଠିତ ହେବ। ଏଥିପାଇଁ ଦିନ 4ଟା ରୁ ରାତି 8ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ବିଧି ଅନୁସାରେ ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.