ETV Bharat / state

ବ୍ରହ୍ମଗିରିରେ ପଦ୍ମ ଫୁଟାଇଲେ ଲଳିତେନ୍ଦୁ

କଂଗ୍ରେସର ଗଡ଼ ବ୍ରହ୍ମଗିରିରେ ପଦ୍ମ ଫୁଟିଛି । ପ୍ରଥମ କରି ପଦ୍ମ ଫୁଟାଇଛନ୍ତି ଲଳିତେନ୍ଦୁ । ବଡ ଭାଇଙ୍କ ପରେ ସେ ଜିତିଛନ୍ତି ଆଉ ଅଞ୍ଚଳ ପାଇଁ କାମ କରିବେ ବୋଲି କହିଛନ୍ତି । ସେ ମଧ୍ୟ ବ୍ରହ୍ମଗିରିରେ ଲୁଲୁଙ୍କ ଲୋକପ୍ରିୟତା ବଜାୟ ରଖିଛନ୍ତି, ଆଗକୁ ମଧ୍ୟ ରଖିବେ ବୋଲି ଲଳିତେନ୍ଦୁ କହିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି
author img

By

Published : May 24, 2019, 9:27 PM IST

ବ୍ରହ୍ମଗିରି: ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଗଡ ଥିବା ବ୍ରହ୍ମଗିରିରେ ହିଁ କଂଗ୍ରେସକୁ 2 ଥର ବିରୋଧି ସଂଜୟଙ୍କ ଠାରୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା । କିନ୍ତୁ ତାଙ୍କ ସାନଭାଇ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପିରେ ଯୋଗଦେଇ ବ୍ରହ୍ମଗିରିରେ ପ୍ରଥମ କରି ପଦ୍ମ ଫୁଟାଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

ସେ ଲୁଲୁଙ୍କ ପରି ଲୋକପ୍ରିୟତା ବଜାୟ ରଖିବା ସହ ବ୍ରହ୍ମଗିରି ଜନସାଧାରଣଙ୍କ ସେବାରେ ନିଜକୁ ଅନବରତ ନିୟୋଜିତ ରଖିବେ ବୋଲି କହିଛନ୍ତି । ବିଜେଡ଼ିର ତୁଙ୍ଗ ନେତା ସଂଜୟ ଦାସବର୍ମାଙ୍କୁ ହରାଇ ବିଗତ ଦିନର ପ୍ରତିଶୋଧ ନେବା ସହ ଦଳୀୟ ରାଜନୀତିର ଅନ୍ତ ଘଟିବ ଓ ଲୁଲୁଙ୍କ ପରି ବ୍ରହ୍ମଗିରି ଜନସାଧାରଣ ହୃଦୟରେ ସବୁବେଳେ ରହିବେ ବୋଲି ଜଣାଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

24.5.19 Brahmagiri, Debashish Das.
One to one ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।
ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଗଡ ଥିବା ବ୍ରହ୍ମଗିରି ରେ ହିଁ 2 ଥର ସଂଜୟ ଙ୍କ ଠାରୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। କନ୍ତୁ ତାଙ୍କ ସାନଭାଇ ବିଜେପି ରେ ଯୋଗଦେଇ ଵ୍ରହ୍ମଗିରିରେ ପ୍ରଥମ କରି ପଦ୍ମ ଫୁଟାଇଛନ୍ତି।
ସେ ଲୁଲୁ ଙ୍କ ପରି ଲୋକ ପ୍ରିୟତା ବଜାୟ ରଖିବା ସହ ବ୍ରହ୍ମଗିରି ଜନ ସଧାରଣଙ୍କ ସେବାରେ ନିଜକୁ ଅହରହ ନିୟୋଜିତ ରଖିବେ ବୋଲି କହିଛନ୍ତି।
ବିଜେଡ଼ି ର ତୁଙ୍ଗ ନେତା ସଂଜୟ ଦାସବର୍ମା ଙ୍କୁ ହରାଇ ବିଗତ ଦିନର ପ୍ରତିଶୋଧ ନେବା ସହ ଦଳୀୟ ରାଜନୀତିର ଅନ୍ତ ଘଟିବ ଓ ଲୁଲୁ ଙ୍କ ପରି ବ୍ରହ୍ମଗିରି ଜନ ସାଧାରଣ ହୁର୍ଦୟରେ ସବୁବେଳେ ରହିବେ ବୋଲି ଜଣାଇ ଛନ୍ତି।
One to one visual send by whats up.

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.