ETV Bharat / state

କୃଷକ ମହାସଙ୍ଘର ତହସିଲ କାର୍ଯ୍ୟାଳୟ ଘେରାଉ - protest

ବ୍ରହ୍ମଗିରି ନିଖିଳ ଉତ୍କଳ କୃଷକ ମହାସଙ୍ଘ ଡ଼ାକରାରେ 6 ଦଫା ଦାବି ନେଇ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଚାଷୀ । ଫୋନି ବାତ୍ୟାରେ କ୍ଷତିପୂରଣ ପ୍ରଦାନ ଓ କୃଷି ଋଣ ଛାଡ, ଫୋନି ବାତ୍ୟା ପ୍ରଭାବିତଙ୍କୁ ସଠିକ ଭାବରେ ସହାୟତା ପ୍ରଦାନ କରିବା ଦାବି ରହିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରୀ
author img

By

Published : Sep 27, 2019, 7:21 PM IST

Updated : Sep 27, 2019, 11:41 PM IST

ବ୍ରହ୍ମଗିରୀ: ନିଖିଳ ଉତ୍କଳ କୃଷକ ମହାସଙ୍ଘର ଶତାଧିକ ଚାଷୀ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ଶହ ଶହ ଚାଷୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରହ୍ମଗିରି ବଜାର ଦେଇ ତହସିଲ ଅଫିସରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରୀ

ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କର କୃଷି ଋଣ ଛାଡ, କ୍ଷୟକ୍ଷତିର ସଠିକ ଆକଳନ, ଜଳସେଚନ ପାଇଁ ସମସ୍ତ କେନାଲର କଂକ୍ରିଟକରଣ, ସାକ୍ଷୀଗୋପାଳ ବଜାର ନିୟନ୍ତ୍ରଣ କମିଟି ବୋର୍ଡ଼ରେ ଚାଷୀ ମାନଙ୍କୁ ସଭ୍ୟ ଅର୍ନ୍ତଭୁକ୍ତ କରାଯିବା, ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏହି ଅଞ୍ଚଳରେ ବନ୍ୟା ବାତ୍ୟାର ସ୍ଥାୟୀ ପ୍ରତିକାର କରିବା ଭଳି ଭଳି 6ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ତହସିଲଦାର ହେମନ୍ତ କୁମାର ବାରିମଲଙ୍କୁ ପ୍ରଦାନ କରିଛନ୍ତି । ତହସିଲଦାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:ନିଖିଳ ଉତ୍କଳ କୃଷକ ମହାସଂଘ ଡ଼ାକରାରେ ତହସିଲ ଘେରିଲେ ଚାଷୀ।
ବ୍ରହ୍ମଗିରି ନିଖିଳ ଉତ୍କଳ କୃଷକ ମହାସଂଘ ଡ଼ାକରାରେ 6 ଦଫା ଦାବି ନେଇ ବ୍ରହ୍ମଗିରି ତହସିଲ ଅଫିସ ଘେରିଲେ ଶହ ଶହ ଚାଷୀ।

Body:ଶୁକ୍ରବାର ଦିନ ବ୍ରହ୍ମଗିରି ମଣ୍ଡଳର ନିଖିଳ ଉତ୍କଳ କୃଷକ ମହାସଂଘ ର ଶତାଧିକ ଚାଷୀ ବ୍ରହ୍ମଗିରି ତହସିଲ ଅଫିସ ଘେରାଉ କରିଥିଲେ।ବ୍ରହ୍ମଗିରି ବସ ଷ୍ଟାଣ୍ଡ ଠାରୁ ଶତାଧିକ ଚାଷୀ ଏକ ବିରାଟ ଶୋଭା ଯାତ୍ରାରେ ବଜାର ଦେଇ ତହସିଲ ଅଫିସ ଠାରେ ପହଞ୍ଚିଥିଲେ।
ଫୋନି ବାତ୍ୟାରେ କ୍ଷୟ କ୍ଷତି ହୋଇଥିବା ଚାଷୀ ମାନଙ୍କର କୃଷି ଋଣ ଛାଡ,କ୍ଷୟ କ୍ଷତି ର ସଠିକ ମୂଲ୍ୟାଙ୍କନ,ଜଳସେଚନ ପାଇଁ ସମସ୍ତ କେନାଲର କଂକ୍ରିଟ କାରଣ,ସାକ୍ଷୀଗୋପାଳ ବଜାର ନିୟନ୍ତ୍ରଣ କମିଟି ବୋର୍ଡ଼ରେ ଚାଷୀ ମାନଙ୍କୁ ସଭ୍ୟ ଭୁକ୍ତ ଏବଂ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏହି ଅଞ୍ଚଳରେ ବନ୍ୟା ବାତ୍ୟା ର ସ୍ଥାୟୀ ପ୍ରତିକାର ଆଦି 6ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦସ୍ୟରେ ବ୍ରହ୍ମଗିରି ତହସିଲଦାର ହେମନ୍ତ କୁମାର ବାରିମଲଙ୍କୁ ପ୍ରଦାନ କରିଥିଲେ।
ତହସିଲଦାର ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା।

Conclusion:byte 1. Hemant Ku Barimala.tahasildar(chasama pindhithiba loka)

byte 2. Sanjay Ku Parida.krusak mahasangha sabhapati(check shirt)
all visual and byte send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
Last Updated : Sep 27, 2019, 11:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.