ETV Bharat / state

ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ଭଙ୍ଗା ହେଲା ପୌରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର - ପୁରୀରେ ଉଛେଦ ପ୍ରକ୍ରିୟା ଆରମ୍ଭ

ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାର ଉଚ୍ଛେଦ କରାଯାଉଛି।

ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା
ପୁଣି ଆରମ୍ଭ ହେଲା ଉଛେଦ ପ୍ରକ୍ରିୟା
author img

By

Published : Dec 4, 2019, 10:36 AM IST

Updated : Dec 4, 2019, 12:03 PM IST

ପୁରୀ: ପୁଣି ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଜୋନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ବୁଧବାର ଉଚ୍ଛେଦ କରାଯାଉଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ । ତେବେ ସୁରକ୍ଷା ଜୋନରେ ଥିବାରୁ ଏହାକୁ ଉଚ୍ଛେଦ କରାଯାଉଛି ।

ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା, ଭଙ୍ଗା ହେଲା ପୌରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର

ଉଚ୍ଛେଦ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ 75 ମିଟର ଅଧିଗ୍ରହଣର ସ୍ବତନ୍ତ୍ର ପ୍ୟାକେଜ ଅବଧି ଡିସେମ୍ବର 9 ତାରିଖ ଯାଏଁ ବଢାଯାଇଛି। ଅନେକ ଲୋକ ସ୍ବତନ୍ତ୍ର ପ୍ୟାକେଜ ନେବାକୁ ଆଗ୍ରହୀ ଥିବାରୁ ଡିସେମ୍ବର2 ତାରିଖ ସମୟ ସୀମାକୁ 9 ତାରିଖ ଯାଏଁ ବଢାଯାଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନ 75 ମିଟରର 75 ପ୍ରତିଶତ ଜମି ଅଧିଗ୍ରହଣ ସରିଛି।

ଅସନ୍ତା 9 ତାରିଖ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ଆଶା ରଖିଛି। ଅଧିଗ୍ରହଣ ହୋଇ ସାରିଥିବା ପ୍ଲଟ ଗୁଡିକୁ ଦିନେ ଦୁଇ ଭିତରେ ପ୍ରଶାସନ ନିଜ କବଜାକୁ ଆଣିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ପ୍ରକ୍ରିୟା ଆରମ୍ଭBody:ପୁଣି ଶ୍ରୀମନ୍ଦିର 75 ମିଟର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଦୋଳ ବେଦୀ କୋଣ ସହରାଞ୍ଚଳ ସ୍ୱାସ୍ତ୍ୟ କେନ୍ଦ୍ର କୁ ଆଜି ଉଛେଦ କରାଯାଉଛି। ଏହି ସ୍ୱାସ୍ତ୍ୟ କେନ୍ଦ୍ର ଉପରେ ଅନେକ ଲୋକ ନିର୍ଭର କରୁଥିଲେ। ତେବେ ସୁରକ୍ଷା ଯୋନ ରେ ଥିବାରୁ ଏହାକୁ ଉଛେଦ କରାଯାଉଛି। ତେବେ ଉଛେଦ ନେଇ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ କରାଯାଇଛି। ଅନ୍ୟପଟେ 75 ମିଟର ଅଧିଗ୍ରହଣ ର ସ୍ୱତନ୍ତ୍ର ପ୍ୟାକେଜ ଅବଧି ଡିସେମ୍ବର 9 ତାରିଖ ଯାଏଁ ବଢା ଯାଇଛି। ଅନେକ ଲୋକ ସ୍ୱତନ୍ତ୍ର ପ୍ୟାକେଜ ନେବାକୁ ଆଗ୍ରହୀ ଥିବାରୁ ଡିସେମ୍ବର2 ତାରିଖ ସମୟ ସୀମା କୁ 9 ତାରିଖ ଯାଏଁ ବଢା ଯାଇଛି। ତେବେ ଶ୍ରୀମନ୍ଦିର ସୁରକ୍ଷା ଯୋନ 75 ମିଟର ର 75 ପ୍ରତିଶତ ଜମି ଅଧିଗ୍ରହଣ ସରିଛି। ଅସନ୍ତା 9 ତାରିଖ ଭିତରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ଆଶା ରଖିଛି। ତେବେ ଅଧିଗ୍ରହଣ ହୋଇ ସାରିଥିବା ପ୍ଲ ଟ ଗୁଡିକୁ ଖୁବ ଦିନେ ଦୁଇ ଭିତରେ ପ୍ରଶାସନ ନିଜ କବଜା କୁ ଆଣିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 4, 2019, 12:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.