ETV Bharat / state

ଅଲାରନାଥଙ୍କ ଦୋଳ ପର୍ବ, ହରିହର ଭେଟ - dolo festival in alarnath

ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ପରେ ଅଲାରନାଥ, ମଦନମୋହନ ଏବଂ ସରସ୍ୱତୀଙ୍କୁ ବହୁ ବିଜେ କରାଇ ବିମାନରେ ଉପବେଶନ କରାଯାଇଥାଏ। ମନ୍ଦିରରୁ ଆଜ୍ଞାମାଳ ଗଲା ପରେ ପାଣ୍ଡବ ଭିମୀଶ୍ୱର ଦେବ, ନକୁଳଦେଵ ଓ ସହଦେଵ ମନ୍ଦିରରେ ପ୍ରବେଶ କରି ଅଲାରନାଥଙ୍କ ସହିତ ତିନି ପାଣ୍ଡବ ମନ୍ଦିର ପରିକ୍ରମା କରିଥାନ୍ତି। ଅଧିକ ପଢନ୍ତୁ...

ଅଲାରନାଥଙ୍କ ଦୋଳ ପର୍ବ
ଅଲାରନାଥଙ୍କ ଦୋଳ ପର୍ବ
author img

By

Published : Mar 28, 2021, 10:59 PM IST

ବ୍ରହ୍ମଗିରି: ପରମ୍ପରା ଅନୁଯାୟୀ ମଧ୍ୟାନ ଧୂପ ପରେ ଅଲାରନାଥ, ମଦନମୋହନ ଏବଂ ସରସ୍ୱତୀଙ୍କୁ ବହୁ ବିଜେ କରାଇ ବିମାନରେ ଉପବେଶନ କରାଯାଇଥାଏ। ମନ୍ଦିରରୁ ଆଜ୍ଞାମାଳ ଗଲା ପରେ ପାଣ୍ଡବ ଭିମୀଶ୍ୱର ଦେବ, ନକୁଳଦେଵ ଓ ସହଦେଵ ମନ୍ଦିରରେ ପ୍ରବେଶ କରି ଅଲାରନାଥଙ୍କ ସହିତ ତିନି ପାଣ୍ଡବ ମନ୍ଦିର ପରିକ୍ରମା କରିଥାନ୍ତି।

ଅଲାରନାଥଙ୍କ ଦୋଳ ପର୍ବ

ଘଣ୍ଟ ତୁରୀ ଶବ୍ଦରେ ମନ୍ଦିର କମ୍ପୁଥିବାବେଳେ ଦଳକୁ ଝୁଲାଇ ହରିହର ଭେଟ କରାଯାଇଥାଏ। ଏହି ସମୟରେ ଅବିର ରଙ୍ଗରେ ରଙ୍ଗୀନ ହୋଇ ଉଠେ ମନ୍ଦିର। ଅଲାରନାଥଙ୍କୁ ବାହୁ ବିଜେ କରାଇ ଦୋଳବେଦୀକୁ ନେଇ ଝୁଲଣ କରାଯାଇଥାଏ। ଏହି ଦୁର୍ଲଭ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.