ETV Bharat / state

ବିଜେଡି ସଭ୍ୟଙ୍କ ହଟଗୋଳ,ଅଧାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ - ବ୍ରହ୍ମଗିରି ଖବର

ବିଜେଡି ସଭ୍ୟଙ୍କ ହଟଗୋଳ । ଅଧାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ ।ଆଗକୁ ପଢନ୍ତୁ...

diturbance in panchayat sumit meeting
ବିଜେଡି ସଭ୍ୟଙ୍କ ହଟୋଗୋଳ
author img

By

Published : Dec 18, 2019, 2:56 AM IST

ବ୍ରହ୍ମଗିରି: ଦୀର୍ଘ 14 ମାସ ପରେ ଚାଲିଥିବା ପଞ୍ଚାୟତ ସମିତି ବୈଠକରେ ବିଜେଡି ସଭ୍ୟଙ୍କ ହଟୋଗୋଳ,ଅଧାରୁ ବନ୍ଦ ହେଲା ବୈଠକ । ବ୍ରହ୍ମଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଥିଲା । ବିଧାନସଭା ନିର୍ବାଚନ ପରେ ପ୍ରଥମ ବୈଠକ ହେଉଥିବାରୁ ନୂତନ ଭାବେ ବିଧାୟକ ହୋଇଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏଥିରେ ଯୋଗ ଦେଇଥିଲେ ।

ବ୍ଲକ ଅଧକ୍ଷାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବହୁଦିନ ପରେ ସଭା ଡକା ଯାଇଥିବାରୁ ବିଜେପି ସଭ୍ୟ ମାନେ ଏତେ ଦିନ ବିଳମ୍ବର କାରଣ ବ୍ଲକ ଅଧକ୍ଷାଙ୍କୁ ପଚାରିଥିଲେ । ଏହି ସମୟରେ ଜିଲ୍ଲାପରିସଦ ସଭ୍ୟ କୈଳାଶ ପରିଡା ବିଧାୟକଙ୍କୁ ପ୍ରଶ୍ନ କରି କହିଥିଲେ କଣ ପାଇଁ ଫୋନି ସହାୟତା ପାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ।

ବିଜେଡି ସଭ୍ୟଙ୍କ ହଟୋଗୋଳ

ପୁରୀ ବିଧାୟକଙ୍କ ସହ ବ୍ରହ୍ମଗିରି ବିଧାୟକ ମିଶି ଜିଲ୍ଲାପାଳଙ୍କ ନିକଟରେ ଆନ୍ଦୋଳନ କରିବାରୁ ଏହି ଅସୁବିଧା ହୋଇଛି । ଏଥିପାଇଁ ବିଧାୟକଙ୍କୁ ଦାୟୀ କରିଥିଲେ । ଏହାର ଉତ୍ତର ରଖି ବିଧ୍ୟାୟକ ଏହାକୁ ଖଣ୍ଡନ କରିବା ସହ ସେ ଜିଲ୍ଲାପାଳଙ୍କୁ ଭେଟି ସମସ୍ତଙ୍କୁ ଫୋନି ସହାୟତା ଟଙ୍କା ଦିଆଯାଉ ଏଥିରୁ କୌଣସି ହିତାଧିକାରୀ ବଞ୍ଚିତ ନ ହେବା ପାଇଁ କହିଥିଲେ ।

ଆକାଉଣ୍ଟ ବନ୍ଦ ପାଇଁ ସେ ଦେଇ ନୁହନ୍ତି ବୋଲି କହିଥିଲେ । ଦୁହିଁଙ୍କ ମଧ୍ୟରେ ଏପରି କଥା କଟକଟି ସମୟରେ ଉଭୟ ବିଜେପି ଓ ବିଜେଡି ସଭ୍ୟ ମାନେ ମୁହାଁମୁହିଁ ହୋଇଥିଲେ । ତତକ୍ଷାଣତ ବିଜେଡି ସଭ୍ୟ ମାନେ ଗୃହ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ । ଫଳରେ ସଭା ଅଧାରୁ ବନ୍ଦ ହୋଇଥିଲା। ପରେ ଖୁବ ଶୀଘ୍ର ବୈଠକ ଅନୁଷ୍ଠିତ ହେବ ବୋଲି ବିଡ଼ିଓ କହିଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

Intro:ବିଜେଡି ସଭ୍ୟଙ୍କ ହଟୋଗୋଳ,ଅଧାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ।

ଦୀର୍ଘ 14 ମାସ ପରେ ଚାଲିଥିବା ପଞ୍ଚାୟତ ସମିତି ବୈଠକରେ ବିଜେଡି ସଭ୍ୟଙ୍କ ହଟୋଗୋଳ,ଅଧାରୁ ବନ୍ଦ ହେଲା ବୈଠକ।

Body:ଦୀର୍ଘ 14 ମାସ ପରେ ବ୍ରହ୍ମଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଥିଲା।ବିଧାନସଭା ନିର୍ବାଚନ ପରେ ପ୍ରଥମ ବୈଠକ ହେଉଥିବାରୁ ନୂତନ ଭାବେ ବିଧାୟକ ହୋଇଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏଥିରେ ଯୋଗ ଦେଇଥିଲେ।ବ୍ଲକ ଅଧକ୍ଷା ଙ୍କ ସଭାପତିତ୍ୱ ରେ ସଭା କାଯ୍ୟ ଆରମ୍ଭ ହୋଇଥିଲା।
ବହୁଦିନ ପରେ ସଭା ଡକା ଯାଇଥିବାରୁ ବିଜେପି ସଭ୍ୟ ମାନେ ଏତେ ଦିନ ବିଳମ୍ବ ର କାରଣ ବ୍ଲକ ଅଧକ୍ଷା ଙ୍କୁ ପଚାରି ଥିଲେ।
ଏହି ସମୟରେ ଜିଲ୍ଲାପରିସଦ ସଭ୍ୟ କୈଳାଶ ପରିଡା ବିଧାୟକଙ୍କୁ ପ୍ରଶ୍ନ କରି କହିଥିଲେ କଣ ପାଇଁ ଫୋନି ସହାୟତା ପାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି।ପୁରୀ ବିଧାୟକ ଙ୍କ ସହ ବ୍ରହ୍ମଗିରି ବିଧାୟକ ମିଶି ଜିଲ୍ଲାପାଳ ଙ୍କ ନିକଟରେ ଆନ୍ଦୋଳନ କରିବାରୁ ଏହି ଅସୁବିଧା ହୋଇଛି।ଏଥି ପାଇଁ ବିଧାୟକ ଙ୍କୁ ଦାୟୀ କରିଥିଲେ।ଏହାର ଉତ୍ତର ରଖି ବିଧ୍ୟାୟକ ଏହାକୁ ଖଣ୍ଡନ କରିବା ସହ ସେ ଜିଲ୍ଲାପାଳଙ୍କୁ ଭେଟି ସମସ୍ତଙ୍କୁ ଫୋନି ସହାୟତା ଟଙ୍କା ଦିଆଯାଉ ଏଥିରୁ କୌଣସି ହିତାଧିକାରୀ ବଞ୍ଚିତ ନ ହେବା ପାଇଁ କହିଥିଲେ।ଆକାଉଣ୍ଟ ବନ୍ଦ ପାଇଁ ସେ ଦେଇ ନୁହନ୍ତି ବୋଲି କହିଥିଲେ।
ଦୁହିଁଙ୍କ ମଧ୍ୟରେ ଏପରି କଥା କଟକଟି ସମୟରେ ଉଭୟ ବିଜେପି ଓ ବିଜେଡି ସଭ୍ୟ ମାନେ ମୁହାଁ ମୁହିଁ ହୋଇଥିଲେ।ତତ୍ କ୍ଷଣାତ ବିଜେଡି ସଭ୍ୟ ମାନେ ଗୃହ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ।
ଫଳରେ ସଭା ଅଧାରୁ ବନ୍ଦ ହୋଇଥିଲା। ପରେ ଖୁବ ଶୀଘ୍ର ବୈଠକ ଅନୁଷ୍ଠିତ ହେବ ବୋଲି ବିଡ଼ିଓ କହିଛନ୍ତି।

Conclusion:byte 1. Lalitendu badyadhar Mohapatra. Mla
byte 2. Jyoti prakas Sethi. bdo brahmagiri

all visual and byte send by mojo.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.