ETV Bharat / state

ବାହୁଡା ଯାତ୍ରା: ସବୁ କାଳିଆ ସାଆନ୍ତ ପାଇଁ..

ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କୁ ବାହୁଡି ନେବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ଠାକୁରଙ୍କୁ ସ୍ବାଗତ କରିବା ପାଇଁ ଭକ୍ତମାନେ ହନୁମାନ, ଶ୍ରୀକୃଷ୍ଣ ତ କିଏ ଦେବ ଦେବ ମହାଦେବ ବେଶରେ ମିଳିଛି ।

ଡିଜାଇନ ଫଟୋ
author img

By

Published : Jul 12, 2019, 1:34 PM IST

ପୁରୀ: ଶରଧା ବାଲିରେ ଶ୍ରୀଜୀଉ । ପବିତ୍ର ବାହୁଡା ଯାତ୍ରାରେ ମହାପ୍ରଭୁଙ୍କୁ ବାହୁଡି ନେବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । ହେଲେ ଭକ୍ତର ଭକ୍ତି ଓ ତାକୁ ଦେଖାଇବାର ଶୈଳୀ ମଧ୍ୟ ନିଆରା । ଠାକୁରଙ୍କୁ ସ୍ବାଗତ କରିବା ପାଇଁ କିଏ ହନୁମାନ, ଶ୍ରୀକୃଷ୍ଣ ତ କିଏ ଦେବ ଦେବ ମହାଦେବ ବେଶରେ ଶରଧା ବାଲିରେ ବୁଲୁଥିବା ଦେଖିବାକୁ ମିଳିଥାଏ । ଭଗବାନଙ୍କ ମନ ମୋହିବା ପାଇଁ ଭାବରେ ଜଡସଡ ଭକ୍ତଙ୍କ ପ୍ରୟାସ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
କାଳିଆ ଲିଳା ଅପରମ୍ପାର । ତାକୁ ପାଇବାକୁ ତାକୁ ବୁଝିବାକୁ ଭକ୍ତ ସବୁବେଳେ ଆପ୍ରାଣ ଚେଷ୍ଟା କରିଥାଏ । କୁହନ୍ତି ଶ୍ରୀ ବିଗ୍ରହମାନଙ୍କ ଏହି ବାହୁଡା ଯାତ୍ରା ଦେଖିବାକୁ ଅନ୍ୟାନ୍ୟ ଦେବାଦେଦୀ ମଧ୍ୟ ମର୍ତ୍ତ୍ୟକୁ ଆସିଥାନ୍ତି । ହେଲେ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ ଭକ୍ତମାନେ ବିଭିନ୍ନ ଦେବାଦେବୀଙ୍କ ବେଶରେ ବଡଦାଣ୍ଡରେ ବୁଲିଥାନ୍ତି । ସମସ୍ତଙ୍କୁ ଆଶୀର୍ବାଦ କରି ଧ୍ୟାନ ଆକର୍ଷଣ ମଧ୍ୟ କରିଥାନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.