ETV Bharat / state

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତ

author img

By

Published : Jul 9, 2021, 1:06 PM IST

ଏଥର ମଧ୍ୟ କୋଭିଡ କଟକଣା କାରଣରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତ । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତ
ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଏଥିପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ଥିଲେ ମଧ୍ୟ କୋଭିଡ କଟକଣା କାରଣରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ତେବେ ଆଜି ମଧ୍ୟ ମହାପ୍ରଭୁଙ୍କ ନେତ୍ରୋତ୍ସବ ।

ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତ

ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଥିଲେ ମଧ୍ୟ ପୂର୍ବଭଳି ରତ୍ନ ସିଂହାସନରେ ଅଧିଷ୍ଠିତ ଥିବା ସମୟର ଦୈନିକ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଅପେକ୍ଷାରେ ଥିବା ଭକ୍ତ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା କାରଣରୁ ନିରାଶ ହୋଇଛନ୍ତି ।

କେବଳ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ନବଯୌବନ ଦର୍ଶନ ଅବସରରେ ଶ୍ରୀମନ୍ଦିରରେ କିଭଳି ନୀତିକାନ୍ତି ଚାଲିଥାଏ ସେନେଇ ଆଲୋଚନା କରିଛନ୍ତି ବରିଷ୍ଠ ସେବୟତ ଡାକ୍ତର ଶରତ ମହାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.