ETV Bharat / state

କାକଟପୁର ମଙ୍ଗଳା ମନ୍ଦିର ଖୋଲିବାକୁ ଦାବି - କାକଟପୁର ମଙ୍ଗଳା ମନ୍ଦିର ଖୋଲିବା ପ୍ରସଙ୍ଗ

ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ କାକଟପୁରର ମଙ୍ଗଳା ମନ୍ଦିର ଖୋଲିବା ପାଇଁ ଦାବି ଜୋର ଧରିଛି । ପଢନ୍ତୁ ଅଧିକ....

କାକଟପୁର ମଙ୍ଗଳା ମନ୍ଦିର ଖୋଲିବାକୁ ଦାବି
କାକଟପୁର ମଙ୍ଗଳା ମନ୍ଦିର ଖୋଲିବାକୁ ଦାବି
author img

By

Published : Dec 14, 2020, 8:24 PM IST

କାକଟପୁର: ଆସନ୍ତା 23 ତାରିଖ ଠାରୁ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶାନିଯୋଗ ନିଷ୍ପତ୍ତି ପରେ କାକଟପୁର ମା ମଙ୍ଗଳା ମନ୍ଦିର ଖୋଲିବାକୁ ନେଇ ଆଶାବାଦୀ ଅଛନ୍ତି କାକଟପୁର ମା ମଙ୍ଗଳା ମନ୍ଦିରର ସେବାୟତମାନେ। କୋଭିଡ କଟକଣା ପାଇଁ ଦୀର୍ଘ ଦିନ ଧରି ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗି ରହିଥିବା ଯୋଗୁ ମା’ ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

କାକଟପୁର ମଙ୍ଗଳା ମନ୍ଦିର ଖୋଲିବାକୁ ଦାବି

ସେପଟେ ଆସନ୍ତା ଡିସେମ୍ଵର 23 ତାରିଖ ଠାରୁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବା ପରେ ଖୁବଶୀଘ୍ର କାକଟପୁର ମା ମଙ୍ଗଳା ମନ୍ଦିର ଖୋଲିବା ନେଇ ସରକାର ପଦକ୍ଷେପ ନେବେ ନେଇ ଆଶାବାଦୀ ଅଛନ୍ତି କାକଟପୁର ମା ମଙ୍ଗଳା ମନ୍ଦିର ସେବାୟତ ।

ମନ୍ଦିର ନ ଖୋଲିବା ଫଳରେ ଅନେକ ସେବାୟତ ଘୋର ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ସେହିପରି ନବକଳେବର ବେଳେ ଦାରୁ ସନ୍ଧାନ ବେଳେ ମା ମଙ୍ଗଳାଙ୍କ ସ୍ବତନ୍ତ୍ର ପରମ୍ପରା ରହିଛି ଶ୍ରୀମନ୍ଦିର ସହିତ । ଏଣୁ ରାଜ୍ୟ ସରକାର ଶ୍ରୀମନ୍ଦିର ସହିତ କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତି ନେବାକୁ ସେବାୟତ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.