ETV Bharat / state

'ଏଥର ପୁରୀରେ କଂଗ୍ରେସ ପାଇବ ସଫଳତା'

ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅରୋ ପ୍ରସାଦ ମିଶ୍ର । ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ଥିବା ଅରୋ ଉଚ୍ଚ ବେତନ ଥିବା ଚାକିରୀ ଛାଡି ସେ ରାଜନୀତିର ମଇଦାନରେ ଓହ୍ଲାଇଛନ୍ତି ।

author img

By

Published : Apr 15, 2019, 5:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅରୋ ପ୍ରସାଦ ମିଶ୍ର । ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ଥିବା ଅରୋ ଉଚ୍ଚ ବେତନ ଥିବା ଚାକିରୀ ଛାଡି ସେ ରାଜନୀତି ମଇଦାନରେ ଓହ୍ଲାଇଛନ୍ତି । ପୁରୀବାସୀଙ୍କ ସେବା ପାଇଁ ସେ ରାଜନୀତିରେ ପାଦ ଥାପିଥିବା ବେଳେ ସହରବାସୀ ତାଙ୍କୁ ନେତା ବାଛିବା ପାଇଁ ସେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ଏଥର ନିଶ୍ଚିତ ପୁରୀରେ କଂଗ୍ରେସ ସଫଳତା ପାଇବ ବୋଲି ସେ ଆଶା ବାନ୍ଧିଛନ୍ତି । କଂଗ୍ରେସ କର୍ମୀ ମଧ୍ୟ ତାଙ୍କ ପାଇଁ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଘରକୁ ଘର କ୍ୟାମ୍ପେନିଂ କରୁଥିବା ବେଳେ ପୁରୀ କଂଗ୍ରେସ ପ୍ରାର୍ଥୀ ଅରୋ ପ୍ରସାଦ ମିଶ୍ରଙ୍କୁ ଭେଟିଥିଲା ଆମ ଇଟିଭି ଭାରତ ଟିମ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

'ଏଥର ପୁରୀରେ କଂଗ୍ରେସ ପାଇବ ସଫଳତା' 

ପୁରୀ: ବିଧାନସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅରୋ ପ୍ରସାଦ ମିଶ୍ର । ଇଞ୍ଜିନିୟରିଂ ଶିକ୍ଷାଗତ ଯୋଗ୍ୟତା ଥିବା ଅରୋ ଉଚ୍ଚ ବେତନ ଥିବା ଚାକିରୀ ଛାଡି ସେ ରାଜନୀତିର ମଇଦାନରେ ଓହ୍ଲାଇଛନ୍ତି । ପୁରୀ ବାସୀଙ୍କ ସେବା ପାଇଁ ସେ ରାଜନୀତିରେ ପାଦ ଥାପିଥିବା ବେଳେ ପୁରୀ ସହରବାସୀ ତାଙ୍କୁ ନେତା ବାଛିବା ପାଇଁ  ସେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। 

ଏଥର ନିଶ୍ଚିତ ପୁରୀରେ କଂଗ୍ରେସ ସଫଳତା ପାଇବ ବୋଲି ଆଶା ବାନ୍ଧିଛନ୍ତି । କଂଗ୍ରେସ କର୍ମୀ ମଧ୍ୟ ତାଙ୍କ ପାଇଁ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଘରକୁ ଘର କ୍ୟାମ୍ପେନିଂ କରୁଥିବା ବେଳେ ପୁରୀ କଂଗ୍ରେସ ପ୍ରାର୍ଥୀ ଅରୋ ପ୍ରସାଦ ମିଶ୍ରଙ୍କୁ ଭେଟିଥିଲା ଆମ ଇଟିଭି ଭାରତ ଟିମ । 

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.