ETV Bharat / state

ଇସ୍କନ ବିରୋଧରେ ଏତଲା, ତୁରନ୍ତ ପରିଚାଳକଙ୍କ ଗିରଫ ଦାବି

ଅସମୟରେ ତଥା ବିଧି ବିଧାନ ନ ମାନି ରଥଯାତ୍ରା ଆୟୋଜନ ନେଇ ଇସ୍କନ ବିରୋଧରେ ତାତିଲେ ଲୋକେ । ଏହାକୁ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।

author img

By

Published : Sep 9, 2019, 11:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁଣି ଇସ୍କନ ବିରୋଧରେ ଅସମୟରେ ତଥା ବିଧି ବିଧାନ ନ ମାନି ରଥଯାତ୍ରା ଆୟୋଜନ ନେଇ ଅଭିଯୋଗ ଆସିଛି । ଏହାକୁ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ତୁରନ୍ତ ଲୁଧିଆନା ଇସ୍କନର ପରିଚାଳକଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ।

ଅଭିଯୋଗ ଅନୁସାରେ ଆସନ୍ତା ନଭେମ୍ବର 27 ତାରିଖରେ ଲୁଧିଆନା ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ବ୍ୟବସ୍ଥା ହୋଇଛି । ଯାହାକି ରଥଯାତ୍ରାର ନୀତି ନିୟମ ର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ। ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ହେତୁ ରାଜ୍ୟ ସରକାର ତୁରନ୍ତ ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜଗନ୍ନାଥ ସଂସ୍କୃତି କୁ ବଞ୍ଚେଇବାକୁ ସଂଗଠନ ନିବେଦନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଇସ୍କନ ବିରୋଧ ରେ ଏତଲାBody:ପୁଣି ଇସ୍କନ ବିରୋଧ ରେ ଅସମୟ ରେ ତଥା ବିଧି ବିଧାନ ନ ମାନି ରଥଯାତ୍ରା ଆୟୋଜନ ନେଇ ଅଭିଯୋଗ ଆସିଛି। ଏହାକୁ ନେଇ ଇସ୍କନ ବିରୋଧ ରେ ପୁରୀ ସିଂହ ଦ୍ୱାର ଥାନାରେ ଏତଲା ଦିଆଯାଇଛି। ପଞ୍ଜାବ ଲୁଧିଆନା ଇସ୍କନ ବିରୋଧ ପୁରୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ପକ୍ଷରୁ ସିଂହ ଦ୍ୱାର ଥାନା ରେ ଏତଲା ଦିଆଯାଇଛି । ତୁରନ୍ତ ଲୁଧିଆନା ଇସ୍କନ ର ପରିଚାଳକ ଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଅଭିଯୋଗ ଅନୁସାରେ ଅସନ୍ତା ନଭେମ୍ବର 27 ତାରିଖରେ ଲୁଧିଆନା ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ବ୍ୟଵସ୍ଥା ହୋଇଛି। ଯାହାକି ରଥଯାତ୍ରା ର ନୀତି ନିୟମ ର ସମ୍ପୂର୍ଣ୍ଣ ଉଲଘଂନ। ଈସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତି କୁ ବିକୃତ କରୁଥିବା ହେତୁ ରାଜ୍ୟ ସରକାର ତୁରନ୍ତ ଇସ୍କନ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେଇ ଜଗନ୍ନାଥ ସଂସ୍କୃତି କୁ ବଞ୍ଚେଇବାକୁ ସଂଗଠନ ନିବେଦନ କରିଛି। ନ ହେଲେ ଆଗାମୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ଚେତାବନୀ ଦେଇଚି।

ବାଇଟ1,, ପ୍ରିୟ ଦର୍ଶନ ପଟ୍ଟନାୟକ ,, ଆବାହକ , ଜଗନ୍ନାଥ ସେନାConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Voice over visual ଓ ବାଇଟ mojo ରେ ଯାଇଚି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.