ETV Bharat / state

ସ୍ବର୍ଗଦ୍ବାରରୁ ହଟିବ ବିଜୁବାବୁଙ୍କ ସ୍ମୃତି ସ୍ଥଳ

author img

By

Published : Nov 1, 2019, 8:50 PM IST

ପୁରୀ ସ୍ବର୍ଗଦ୍ବାରରୁ ଭଙ୍ଗା ଯିବ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସ୍ଥଳ । ଏପରିକି ନୂଆ ରୂପରେ ସ୍ବର୍ଗଦ୍ବାର ଗଠନ କରାଯିବ ବୋଲି ବିଜେଡି ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

ସ୍ବର୍ଗଦ୍ବାରରୁ ହଟିବ ବିଜୁ ବାବୁଙ୍କ ସ୍ମୁତି ସ୍ଥଳ

ଭୁବନେଶ୍ବର: ସ୍ବର୍ଗଦ୍ବାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା । ଭଙ୍ଗା ଯିବ ପୁରୀ ସ୍ବର୍ଗ ଦ୍ବାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସ୍ଥଳ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ।

ସ୍ବର୍ଗଦ୍ବାରରୁ ହଟିବ ବିଜୁ ବାବୁଙ୍କ ସ୍ମୁତି ସ୍ଥଳ

ଓଡିଶାବାସୀଙ୍କ ପାଇଁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହାକୁ ଉତ୍ସର୍ଗ କରିଥିବା ସେ କହିଛନ୍ତି । ସେଠାରେ କେବଳ ଏକ ଫଳକ କାନ୍ଥରେ ରହିବ । ନୂଆ ରୂପରେ ସ୍ବର୍ଗଦ୍ବାରକୁ ଗଢ଼ାଯିବ । ବାକି ସବୁ ହଟାଯିବ, ନୂଆ ଢାଞ୍ଚାରେ କରାଯିବ। ବୃକ୍ଷରୋପଣ, ଗାଧୁଆ ପାଇଁ ଵ୍ୟଵସ୍ଥା, ବସିବାର ବ୍ୟବସ୍ଥା ରହିବ। ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସ୍ୱର୍ଗଦ୍ୱାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ଏହାକୁ ବିଜେଡିର ସ୍ୱାଗତ। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ସ୍ମୃତି ସ୍ଥଳ ଭଙ୍ଗାଯିବ। ଓଡିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହାକୁ ଉତ୍ସର୍ଗ କରିଛନ୍ତି। ସେଠାରେ କେବଳ ଏକ ଫଳକ କାନ୍ଥରେ ରହିବ। ନୂଆ ରୂପରେ ସ୍ୱର୍ଗଦ୍ୱାରକୁ ଗଢ଼ାଯିବ। ବାକି ସବୁ ହଟାଯିବ। ଏକ ନୂଆ ଢାଞ୍ଚାରେ କରାଯିବ। ବୃକ୍ଷରୋପଣ, ଗାଧୁଆ ପାଇଁ ଵ୍ୟଵସ୍ଥା, ବସିବାର ବ୍ୟବସ୍ଥା ରହିବ। ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ।Body:ବାଇଟ ସଞ୍ଜୟ ଦାସବର୍ମା, ସାଧାରଣ ସମ୍ପାଦକ, ବିଜେଡିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.