ETV Bharat / state

ଘରେ ରହି ପବିତ୍ର ବାହୁଡା ଯାତ୍ରାର ଆନନ୍ଦ ନେବାକୁ ଅନୁରୋଧ କଲେ ପୋଲିସ ଡିଜି - police DG visit puri

କୋରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘର ବାହୁଡା । ଶରଧାବାଲି ଭକ୍ତଶୂନ୍ୟ । ଭକ୍ତଙ୍କ ବିନା ଜନ୍ମବେଦୀରୁ ରତ୍ନବେଦୀଙ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଶ୍ରୀଜୀଉ । ସୀମିତ ସେବାୟତଙ୍କ ଦ୍ବାରା ସମାପନ ହେବ ଯାତ୍ରା । ବଡ ଦାଣ୍ଡକୁ ଆସିବେ ନାହିଁ । ସୁପ୍ରିମକୋର୍ଟ ନିର୍ଦ୍ଦେଶାନୁଯାୟୀ ରଥଯାତ୍ରା । ଘର ବସି ବାହୁଡାର ଆନନ୍ଦ ନେବା ପାଇଁ ପୁରୀବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jul 1, 2020, 11:40 AM IST

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା । କୋରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ଘର ବାହୁଡା । ଶରଧାବାଲି ଭକ୍ତଶୂନ୍ୟ । ଭକ୍ତଙ୍କ ବିନା ଜନ୍ମବେଦୀରୁ ରତ୍ନବେଦୀଙ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଶ୍ରୀଜୀଉ । ସୀମିତ ସେବାୟତଙ୍କ ଦ୍ବାରା ସମାପନ ହେବ ଯାତ୍ରା । ବଡ ଦାଣ୍ଡକୁ ଆସିବେ ନାହିଁ । ସୁପ୍ରିମକୋର୍ଟ ନିର୍ଦ୍ଦେଶାନୁଯାୟୀ ରଥଯାତ୍ରା । ଘର ବସି ବାହୁଡାର ଆନନ୍ଦ ନେବା ପାଇଁ ପୁରୀବାସୀଙ୍କୁ ଅନୁରୋଧ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଘରେ ରହି ପବିତ୍ର ବାହୁଡା ଯାତ୍ରାର ଆନନ୍ଦ ଲାଭ ପାଇଁ ଅନୁରୋଧ କଲେ ପୋଲିସ ଡିଜି

ସେହିପରି କୋରୋନା ସମୟରେ ବାହୁଡା ଯାତ୍ରା, ସୁନାବେଶ ପାଇଁ କଡା କଟକଣା ଜାରି ରଖାଯାଇଛି । ବଡ ଦାଣ୍ଡକୁ ସୁରକ୍ଷା ବଳୟ ଭିତରେ ରଖାଯାଇଥିବା କହିଛନ୍ତି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏଠାରେ ସୂଚନା ଯୋଗ୍ୟ ଯେ, ବାହୁଡା ଯାତ୍ରା ନିମନ୍ତେ ସମଗ୍ର ସହରରେ କର୍ଫ୍ୟୁ ଲଗିଛି । ମଙ୍ଗଳବାର ରାତିରୁ ଗୁରୁବାର ରାତି 10ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବବଳି ସେବାୟତ ରଥ ଟଣାରେ ନିୟୋଜିତ ରହିବେ । କଡା ସୁରକ୍ଷା ବଳୟରେ ସମଗ୍ର ସହର ରହିବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.