ETV Bharat / state

ପିପିଲି ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ - ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ

ପିପିଲି ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ

author img

By

Published : Mar 26, 2021, 3:16 PM IST

Updated : Mar 26, 2021, 5:27 PM IST

15:06 March 26

ପିପିଲି ଉପନିର୍ବାଚନ; ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ

ପିପିଲି ଉପନିର୍ବାଚନ; ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲା ବିଜେପି । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ।  

ସେପଟେ ଆଶ୍ରୀତ ପଟ୍ଟନାୟକ ଏନେଇ କହିଛନ୍ତି ଆଗାମୀ ଦିନରେ ପିପିଲିବାସୀ ବିଜେପିକୁ ଭୋଟ ଦେବେ ।  ଗତ 35 ବର୍ଷ ବନାମ 35 ମାସର ଲଢେଇରେ ବିଜେପି ନିଶ୍ଚିତ ବିଜୟ ଲାଭ କରିବ ବୋଲି କହିଛନ୍ତି ଅଶ୍ରିତ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 26, 2021, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.