ETV Bharat / state

ରଥଯାତ୍ରା: ବଡଦାଣ୍ଡରେ ଭକ୍ତଙ୍କ ବନାଟି ପ୍ରଦର୍ଶନ

ରଥଯାତ୍ରାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ସମୟରେ ବନାଟି ପ୍ରଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏହି ଖେଳ ମହାପ୍ରଭୁଙ୍କ ସମତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ କରୁଛି ।

author img

By

Published : Jul 4, 2019, 12:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୁରୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ସମୟରେ ବନାଟି ପ୍ରଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭକ୍ତିମୟ ପରିବେଶ ଭିତରେ ଏହି ଖେଳ ପ୍ରଦର୍ଶନ ହଜାର ହଜାର ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଖେଳ ପ୍ରତିବର୍ଷ ରଥଯାତ୍ରା ସମୟରେ ବଡଦାଣ୍ଡରେ ଅନୁଷ୍ଠିତ ହୋଇଥାଏ । ଭଗବାନଙ୍କ ମନୋରଞ୍ଜନ ପାଇଁ ଏଭଳି ଏକ ଖେଳ ପ୍ରଦର୍ଶନ କରି ବେଶ ଉତ୍ସାହିତ ଶ୍ରଦ୍ଧାଳୁ ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.