ETV Bharat / state

ନିର୍ବାଚନ ରାଲିରେ କୋଭିଡ କଟକଣା ଉଲଙ୍ଘନକୁ ନେଇ କାର୍ଯ୍ୟାନୁଷ୍ଠାନ - କୋଭିଡ କଟକଣା ଉଲଙ୍ଘନକୁ ନେଇ କାର୍ଯ୍ୟାନୁଷ୍ଠାନ

ପିପିଲି ଉପନିର୍ବାଚନରେ ବିଭିନ୍ନ ଦଳର ରାଲି ଭିତରୁ ଡେଲାଙ୍ଗ ତହସିଲଦାର ବିଡ଼ିଓଙ୍କ ଉପସ୍ଥିତିରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତି ତଥା ଅମାନିଆଙ୍କୁ ଉଠାଇ ନେଲା ଡେଲାଙ୍ଗ ପୋଲିସ । ଅଧିକ ପଢନ୍ତୁ...

ନିର୍ବାଚନ ରାଲିରେ କୋଭିଡ କଟକଣା ଉଲଙ୍ଘନକୁ ନେଇ କାର୍ଯ୍ୟାନୁଷ୍ଠାନ

author img

By

Published : Apr 6, 2021, 10:23 PM IST

ପୁରୀ: ନିର୍ବାଚନ ରାଲିରେ କୋଭିଡ କଟକଣା ଉଲଙ୍ଘନକୁ ନେଇ କାର୍ଯ୍ୟାନୁଷ୍ଠାନ । ପିପିଲି ଉପନିର୍ବାଚନରେ ବିଭିନ୍ନ ଦଳର ରାଲି ଭିତରୁ ଡେଲାଙ୍ଗ ତହସିଲଦାର ବିଡ଼ିଓଙ୍କ ଉପସ୍ଥିତରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତି ତଥା ଅମାନିଆଙ୍କୁ ଉଠାଇ ନେଲା ଡେଲାଙ୍ଗ ପୋଲିସ । ଡେଲାଙ୍ଗରେ ବିଜେଡି ବିଜେପିର ରାଲି ଚାଲିଥିବା ବେଳେ ରାଲି ମଧ୍ୟରୁ ଉଠାଇ ନେଲା ପୋଲିସ ।

ନିର୍ବାଚନ ରାଲିରେ କୋଭିଡ କଟକଣା ଉଲଙ୍ଘନକୁ ନେଇ କାର୍ଯ୍ୟାନୁଷ୍ଠାନ

ଏପ୍ରିଲ ୧୭ ରେ ହେବାକୁ ଥିବା ଉପନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ବିଜେପି ଉଭୟ ଦଳ ତାର ନିର୍ବାଚନୀ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ଏହି ପ୍ରଚାର ରାଲିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ ଯାହା କୋରୋନା କଟକଣାକୁ ସିଧାସଳଖ ଉଲ୍ଲଂଘନ କରିଥିଲେ । ଘଟଣାସ୍ଥଳରେ ଡେଲାଙ୍ଗ ପୋଲିସ ବିଜେପିର ୨ ଏବଂ ବିଜେଡିର ୨ ଜଣଙ୍କୁ ଅଟକ ରଖିଛି ଡେଲାଙ୍ଗ ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.