ETV Bharat / state

ସମୁଦ୍ର ସ୍ନାନ ବେଳେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ସ୍ନାନ ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଜଣେ ପର୍ଯ୍ୟଟକ। ଅଧିକ ପଢନ୍ତୁ...

author img

By

Published : Nov 7, 2020, 8:45 PM IST

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ
ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ବୁଡିଯାଉଥିବା ବେଳେ ପର୍ଯ୍ୟଟକ ହେଲେ ଉଦ୍ଧାର । ପୁରୀ ସମୁଦ୍ରରେ ସ୍ନାନ ବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଜଣେ ପର୍ଯ୍ୟଟକ। ଉଦ୍ଧାର ପର୍ଯ୍ୟଟକ କୁଶଳ ରାଜ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ 2 ଟା ବେଳେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ କୁଶଳ ଗାଧୋଉ ଥିଲେ। ହେଲେ ଅଜାଣତରେ ଅଧିକ ପାଣି ଭିତରକୁ ସେ ପଳାଇ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଠିକ୍ ସମୟରେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ସମୁଦ୍ରରେ ପଶି ତାଙ୍କୁ ଉଦ୍ଧାର କରିଥିଲେ।

ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ
ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ
ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ତେବେ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ପୁରୀ ସମୁଦ୍ରରେ କିଭଳି ସ୍ନାନ କରାଯାଏ । କେଉଁଠି କେତେ ଭିତରେ ଗାଧୋଇବାକୁ ହୁଏ ତାହା ଜାଣି ନଥିବା ହେତୁ ଅକାଳରେ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି। ଏଣୁ ସମୁଦ୍ର ସ୍ନାନ ବେଳେ ଗଭୀରକୁ ନଯାଇ ଏବଂ ଉପସ୍ଥିତ ଲାଇଫ ଗାର୍ଡଙ୍କ ଠାରୁ ତଥ୍ୟ ନେଇ ସମୁଦ୍ର ସ୍ନାନ କଲେ କୌଣସି ଅଘଟଣ ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.